ଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ଜିଲ୍ଲା ଘସିଏନ ରେ ସିଆରପିଏଫ ଯବାନ ଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ।
ମୃତ୍ୟୁ ର କାରଣ ଅସ୍ପଷ୍ଟ।

ବଲାଙ୍ଗିର;୧୮/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘଷିଏନ ଗାଁ ରେ ସିଆରପିଏଫ ଯବାନ ଙ୍କର ଗୁଟେ ଲିମ୍ ଗଛୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛେ । ସେ ଛୁଟି ରେ ଆସିଥିବାର ସମିୟା ରେ ୩ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ଆନଲେ ହତ୍ୟା ଅଭିଯୋଗ । ମୃତକ ହେଲେ ଘସିଏନ ଗାଁ ର ଦୁର୍ଲଭ ଭୋଇ ଙ୍କର ପୁଅ ଗଣେଶ ରାମ ଭୋଇ। ତାହାକୁ ମାରି କରି ଗାଁ ର ଆରଆଇ ଅଫିସ୍ ପଛାଡେ ରସି ରେ ଉଲେଇ ଦେଇଥିବାର ଅଭିଯୋଗ କରୁଛନ ପରିବାର ଲୋକେ । ବର୍ତ୍ତମାନ ସୁଦ୍ଧା ଇଟା ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛେ ।
ଘଟଣା ସ୍ଥଳ ରେ ଲରମ୍ଭା ପୋଲିସ ର ତନାଘନା ।