ଜୀବନଚର୍ଯ୍ୟାତାଜା ଖବରରାଜନୀତି
ନୂଆ ସାଂସଦ ଓ ବିଧାୟକ ମାନକେ ପାଠ ପଢ଼ାବେ ଜେପି. ନର୍ଡ଼ା ।
ଦୁଇ ଦିନିଆ ଓଡିଶା ଗସ୍ତ ରେ ଜେପି. ନର୍ଡ଼ା ।

ପୁରୀ;୧୨/୦୪(ମୋର୍ ସମିୟା) ବିଧାୟକ ପଢ଼ବେ ରାଜନୀତି ପାଠ । ନୁଆ ନୁଆ ନିର୍ବାଚିତ ହେଇଥିବାର୍ ବିଧାୟକ ମାନକେ କେନ୍ତା କରି ସରକାର ଚାଲସି ତାଲିମ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନର୍ଡ଼ା । ଓଡ଼ିଶା ରେ ଜେନ ନୂଆ ଯୋଜନା ର ଆରମ୍ଭ ହେଇଛେ ସେ ଉପରେ ତାଲିମ୍ ଦେବେ ନର୍ଡ଼ା । ଜନତା ଙ୍କର ସୁବିଧା ଲାଗି ଲୋକଙ୍କର ଯୋଜନା ଲୋକଙ୍କର ପାଖେ ପହଞ୍ଚିବାର ଅଛେ । ଆଜି ନୁ ଦୁଇ ଦିନ୍ ତକ୍ ହେବା କର୍ମଶାଳା । ଇ ଦୁଇ ଦିନ ରେ ରେ ଅଭିଜ୍ଞ ନେତା ମାନେ ନୂଆ ବିଧାୟକ ମାନଙ୍କୁ ଦେବେ ତାଲିମ୍।
ସୂଚନା ଦେଲେ ବିଧାୟକ ରବିନାରାୟଣ ନାୟକ।