
ବଲାଙ୍ଗୀର: ଦୃତ ଗତି ମହାବିପତ୍ତି, ସଡ଼କ ସୁରକ୍ଷା ଜୀବନ ରକ୍ଷା ବହୁତ୍ ସମିୟା ଧରି ଲୋକ ମାନକୁ ସଚେତନ କରାବାର ଲାଗି ବଲାଙ୍ଗୀର ପୁଲିସ ତରରୁ ରୁ ଭିନ ଭିନ୍ନ କାର୍ଯକ୍ରମ ବି କରାଯାଉଛେ, କିଛି ଲୋକ ମାନୁଛନ୍ ଆର୍ କିଛି ଲୋକ ଅମାନିଆ ହେଇ ଓଭର ସ୍ପିଡ୍ ରେ ଗାଡ଼ି ଛାଡୁଛନ ।
ସାବଧାନ …!!! ବାଟେ ଜୁଗିଛେ ଗାଡ଼ି ।
ଅମାନିଆ ହେଇ ଓଭର ସ୍ପିଡ୍ ଗାଡ଼ି ଛାଡୁ ଥିବାର ଲୋକ୍ ମାନକୁ ଛାଟ୍ କରାବାର୍ ଲାଗି ବଲାଙ୍ଗୀର ଆର୍.ଟି.ଓ ତରଫ୍ ରୁ ବଲାଙ୍ଗୀର ଦେଇ କରି ଯାଇଥିବାର ଭିନ୍ ଭିନ୍ ଜାତୀୟ ରାଜପଥ ମାନକୁ ଜୁଗିଛେ ଇଁନଣ୍ଟରସେପଟର ଗାଡ଼ି, ଜଦି ଆପଣ ଅମାନିଆ ହେଇ କରି ଫୁଲ୍ ସ୍ପିଡ୍ ରେ ଶୁ ସାଁ କରି ପଲଉଛନ ତାହେଲେ ଆପେ ଆପେ ଚାଲାନ କଟି ଯିବା ଆପଣ ଙ୍କୁ କିଏ ଅଟକାଇବେ ନା ପଚାରବେ ସିଧା ସିଧା ଚାଲାନ୍ ହେବା ତୁଡୁଙ୍ଗ କରି , ଆପଣ ସମସ୍ତେ ସଚେତନ ହେଉନ୍ ରାସ୍ତା ରେ ଗଲା ହେଲେ ସତର୍କ ହେଇ କରି ଚାଲୁନ ନିୟମ ମାନି କରି ଚାଲୁନ ଫେର୍ ଇ ସବୁ ରୁ ମୁକ୍ତ ହେଇ ପରିବାର୍ ସାଙ୍ଗେ ଖୁସି ରେ ରହୁନ।