ଅପରାଧସ୍ପେସାଲ୍ ରିପୋର୍ଟ
ହଜି ଗଲା ମୁନୁସ୍ ପନିଆ ଧାରୁଆ ହତିଆର୍ ଧରି କୁକୁର୍ କେ ଆକ୍ରମନ୍ କଲେ ଦୁର୍ବୃତ୍ତ
ସିସିଟିଭି ରେ କଏଦ୍ ଦୃଶ୍ୟ

ଘଟଣା ଘଟିଛେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଟାଉନ୍ ଥାନା,ଗାନ୍ଧୀନଗର ଅଞ୍ଚଲ୍ ରେ ଗଲା କାଲି ପାହାନ୍ତିଆ ସମିୟା ରେ କିଛି ଅଜନା ଦୃର୍ବୁତ୍ତ ତାଙ୍କର ହାତେ ବାଡି ଆରୁ ଖଣ୍ଡା ଧରି ଗୁଟେ ବୁଲା କୁକୁର୍ କେ ଏଟେକ୍ କରିଛନ୍ ।
ଯେତେବେଲେ କୁକୁର୍ କେ ଖଣ୍ଡା ଚୋଟ୍ ଦେଇଛନ୍ ସେତେ ବେଲେ ସେ କୁକୁର୍ ବହୁତ୍ କଲବଲ୍ ରେ ଜୋର୍ ରେ ରଡି ଛାଡଲା ତାର୍ ରଡ଼ି ସୁନି ସେ ଅଞ୍ଚଲ୍ ର ଲୁକେ ଭୟବିତ ହେଇ ବାହାର୍ କେ ବାହାରି ଆସଲେ ସେ ଲୋକ୍ ମାନେ ଦେଖେଲେ ଜେ ମୋଟରସାଇକେଲ ମାନକେ ୮ ରୁ ୧୦ ଦୃର୍ବୁତ୍ତ ମାନେ ପଲେଇ ଜାଉଛନ୍ ।
ସେ ଅଞ୍ଚଲ୍ ରେ ଲାଗି ଥିବାର ସିସିଟିଭି ରେ ସବୁ କାଏଦ୍ ହେଇଛେ ସବୁ ଦୃଶ୍ୟ ଘଟଣା ଜାଗା କେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛେ କିଏ ସେ ଦୁର୍ବୃତ୍ତ ମାନେ କାଣା ହେଲା ଯେ ଗୁଟେ ନିରୀହ ଜୀବ କେ ଆକ୍ରମଣ କଲେ ।