ଖେଳଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନ
ଆଜି କ୍ରିକେଟ ଖେଲ୍ ନ ଭାରତ ପାକିସ୍ତାନ କଡ଼ା ଟକ୍କର ।
୨୦୧୭ ର ବଦଲା ନେବା କେଁ ଭାରତ ?

ଦୁବାଇ;୨୩/୦୨ (ମୋର୍ ସମିୟା) ଆଜି ପୁରା ଭାରତ ର ନଜର କ୍ରିକେଟ ଉପରେ
ଆଜି ଭାରତ ଆଉ ପାକିସ୍ତାନ ଭିତରେ ହେବାର କେ ଥିବା ଚମ୍ପିୟାନ ଟ୍ରଫି ନେ ଭାରତ ୨୦୧୭ ର ବଦଲା ନେବା ବଲି ଲୋକର ଭିତରେ ଚର୍ଚା ।୨୦୨୭ ନେ ଭାରତ କେ ହରେଇ ପାକିସ୍ତାନ ଜିତି ଜାଇ ଥିଲା, କିନ୍ତୁ ଇ ଥର ଭାରତୀୟ ଦଲ ଭଲ ଖେଲୁଛନ, ଆଉ ଇ ଥର ମ୍ୟାଚ ଜିତବେ ବଲି କ୍ରିକେଟ ପ୍ରେମୀ ମନ୍ ରେ ଚର୍ଚ୍ଚା ।ଦିନର ୨.୩୦ ରୁ ମ୍ୟାଚ ହେବା ମୂଲ। ସାରା ଦେଶ ର ନଜର ଭାରତୀୟ ଖେଳାଳି ଉପରେ ।