ମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

ବିଧାନସଭା ନୁ ନିଲମ୍ବିତ ହେଲେ ୧୨ ଜଣ କଂଗ୍ରେସ୍ ବିଧାୟକ

ଓଡ଼ିଶା ସାରା ରେ ଚାହଲ୍

ବହୁତ୍ ଦିନ୍ ହେଲା ନ ବିଧାନସଭା ରେ କଂଗ୍ରେସ୍ ର ପ୍ରତିବାଦ ଆରୁ ହୋ ହାଲ୍ଲା ଲାଗି ଗୃହ ମୁଲତବୀ ହେବାର ସାଙ୍ଗେ ଗୃହ ଅଚଲ୍ ହେଇ ପଡ଼ିଥିବାର ଦେଖବାର କେ ମିଲିଥିଲା ।

 

ବିଧାନସଭା ରେ କଂଗ୍ରେସ୍ ର ମୋଟ ୧୪ ଜଣ ବିଧାୟକ ଥିବାର ବେଲେ ୧୨ ଜଣଙ୍କୁ ନିଲମ୍ବନ କରିଛନ୍ ବାଚସ୍ପତି, ଆର୍ ସେମାନେ ହେଲେ (୧) ସାଗର ଚରଣ ଦାସ (୨) କାଡ୍ରାକା ଆପଲା ସ୍ବାମୀ (୩) ପବିତ୍ର ସାଉନ୍ତା (୪) ପ୍ରଫୁଲ୍ଲ ପ୍ରଧାନ (୫) ରାମଚନ୍ଦ୍ର କାଡ଼ମ (୬) ରାଜନ ଏକ୍କା (୭) ସୋଫିଆ ଫିର୍ଦୋସ (୮) ଅଶୋକ ଦାସ (୯) ମଙ୍ଗୁ ଖିଲ (୧୦) ଦାଶରଥି ଗମାଙ୍ଗ (୧୧) ନୀଳମାଧବ ହିକକା (୧୨) ସତ୍ୟଜିତ ଗମାଙ୍ଗ ଙ୍କୁ ଗୃହ ନୁ ୭ ଦିନ ତକ୍ ନିଲମ୍ବିତ କରାଯାଇ ଥିବାର ସୂଚନା ।

ନିଲମ୍ବିତ ହେବାର ର ପ୍ରତିବାଦ କରିଥିଲେ କଂଗ୍ରେସ୍ ବିଧାୟକ ପ୍ରତିବାଦ କରବାର ନୁ ୧୦ ମିନିଟ୍ ଗୃହ ମୁଲତବି କରବାର ସାଙ୍ଗେ ତାଙ୍କୁ ଗୃହ ନୁ ବାହାର କରିଦିଆଯାଇ ଥିଲା । ପୂର୍ବରୁ ୭ ଦିନ ଲାଗି ତାରା ବାହିନୀ ପତି ଙ୍କୁ ବି ନିଲମ୍ବନ କରାଜାଇଥିଲା ।

ଆଜି ମଙ୍ଗଳବାର ବଜେଟ୍ ଅଧିବେଶନ ପହେଲା ନୁ ନାରୀ ସୁରକ୍ଷା କମିଟି ଗଠନ ଦାବି ରେ କଂଗ୍ରେସ୍ ପ୍ରତିବାଦ କରି ଗିନି, ଘଣ୍ଟ,ବଂଇଶୀ ବଯେଇ ଗୃହ କେ ଅଚଲ୍ କରିଥିଲା ।

 

ଘଟଣା କେ ନେଇ କରି କଂଗ୍ରେସ୍ ଦୃଢ ନିନ୍ଦା କରବାର୍ ସାଙ୍ଗେ କଂଗ୍ରେସ୍ କର୍ମୀ ଙ୍କର ମନେ ଅସନ୍ତୋଷ ଦେଖବାର ମିଲିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!