ଜୀବନଚର୍ଯ୍ୟାତାଜା ଖବର

ବଲାଙ୍ଗିର ଜିଲ୍ଲା ସାଲେଭଟା ଅଙ୍ଗ ନଦୀ ନୁ ନର କଙ୍କାଲ୍ ଉଦ୍ଧାର ।

ତଦନ୍ତ କରୁଛେ ପୋଲିସ୍।

ବଲାଙ୍ଗିର;୨୯/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ସାଲେଭଟା ର ଅଙ୍ଗ ନଦୀ ନୁ ମିଲିଛେ ନର କଙ୍କାଳ । ଆଜି ସକାଲୁ ସରପଞ୍ଚ ବିଜୟ ବେହେରା ନଦୀ କେ ଜାଇଥିବାର ବେଲେ କଙ୍କାଳ ଦେଖବାର କେ ପାଇଥିଲେ । ପରେ ସେ ସାଲେଭଟା ଫାଣ୍ଡି କେ ଖବର ଦେଇଥିଲେ । ଲୋଇସିଂହା ପୋଲିସ ଓ ଲୋଇସିଂହା ମାଜିଷ୍ଟେଟ୍ ମିଶି ନର କଙ୍କାଳ କେ ଉଦ୍ଧାର କରିଥିଲେ । ଇ ଟା ମହିଳା କି ପୁରୁଷ ର କଙ୍କାଲ ଜଣାନାଇପଡ଼ବାର । ଭୀମ ଭୋଇ ଡ଼ାକ୍ତରଖାନା କେ କଙ୍କାଲ ପଠେଇଛେ ପୋଲିସ୍ ।

ଲୋଇସିଂହା ଥାନା ରେ ମାମଲା ରୁଜୁ କରି ତଦନ୍ତ କରୁଛେ ପୋଲିସ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!