ତାଜା ଖବର

ବଢ଼ୁଛେ ହୀରାକୁଦ ପାଏନ, ୧୭ ଟା ଗେଟ୍ ଦେଇ ଯାଉଛେ ପାଏନ୍।

ସମ୍ବଲପୁର;୧୯/୦୮(ମୋର୍ ସମି ୟା) ବଢ଼ୁଛେ ହୀରାକୁଦ ଜଳସ୍ତର। ଇ ତାକେ ଦୃଷ୍ଟି ରେ ରଖି ବୁଧବାର ୨ ଟା ସ୍ଲୁଇସ ଗେଟ୍‌ ଖୁଲା ଯାଇଛେ। ବାମ ଆଡୁ ୧୧ ଆଉ ଦକ୍ଷିଣ ଆଡୁ ୬ ଟା ମୋଟ୍ ୧୭ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଯାଉଛେ ବଏଡ଼ ପାଏନ୍।ଆଜି ୯.୩୦ ସୁଦ୍ଧା ଜଳ ଭଣ୍ଡାର ର ଜଲ ସ୍ତର ୬୨୦.୩୫ ଫୁଟକେ ବୃଦ୍ଧି । ଜଳ ଭଣ୍ଡାର କେ ପ୍ରତି ସେକେଣ୍ଡ ରେ ଲକ୍ଷ ୭୯ ହଜାର ୭୬୧ ଘନଫୁଟ୍ ବଏଡ଼ ପାଏନ ଆସୁଛେ । ଜଳ ଭଣ୍ଡାର ନୁ ପ୍ରତି ସେକେଣ୍ଡ ରେ ୩ ଲକ୍ଷ ୫୪୬ ଘନଫୁଟ ପାଏନ ନିଷ୍କାସିତ ହେଉଛେ । ୧୭ ଟା ସ୍ଲୁଇସ୍‌ ଗେଟ୍‌ ଦେଇ ୨ ଲକ୍ଷ ୬୬ ହଜାର ୮୬୬ ଘନଫୁଟ ଆର୍ ଭିନଭିନ୍ କେନାଲ ଆର୍ ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପ ଲାଗି ୩୩,୬୮୦ ଘନଫୁଟ ପାଏନ ନିଷ୍କାସିତ ହେଉଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!