
ଭୁବନେଶ୍ୱର;୧୩/୦୫(ମୋର୍ ସମିୟା) ଆଜି ବାହାରିବା ସିବିଏସ୍ଇ ଦଶମ ଆର୍ ଦ୍ଵାଦଶ ର ରେଜଲ୍ଟ । ୧୦ ବଜେ ଦଶମ ଆର୍ ବେଲା କେ ଦ୍ଵାଦଶ ର ଆସବା ରେଜଲ୍ଟ ଭୁବନେଶ୍ୱର;୧୩/୦୫(ମୋର୍ ସମିୟା) ଆଜି ବାହାରିବା ସିବିଏସ୍ଇ ଦଶମ ଆର୍ ଦ୍ଵାଦଶ ର ରେଜଲ୍ଟ । ୧୦ ବଜେ ଦଶମ ଆର୍ ବେଲା କେ ଦ୍ଵାଦଶ ର ଆସବା ରେଜଲ୍ଟ cbseresults.nic.in ରେ ଦେଖିପାରବେ ରେଜଲ୍ଟ। ରେଲ ନମ୍ୱର୍ ଆର୍ ଜନମ ତାରିଖ ହେବା ଦରକାର୍। ଗଲା ଫେବୃୟାରୀ ୧୫ ନୁ ମାର୍ଚ୍ଚ ୧ ତକ୍ ହେଇଥିଲା ଦଶମ ପରୀକ୍ଷା । ଫେବୃୟାରୀ ୧୫ ନୁ ମାର୍ଚ୍ଚ ୪ ତକ୍ ହେଇଥିଲା ଦ୍ଵାଦଶ ର ପରୀକ୍ଷା। ପରୀକ୍ଷା ଦେଇଥିଲେ ୪୪ ଲକ୍ଷ ଛାତ୍ର ଛାତ୍ରୀ ରେ ଦେଖିପାରବେ ରେଜଲ୍ଟ। ରେଲ ନମ୍ୱର୍ ଆର୍ ଜନମ ତାରିଖ ହେବା ଦରକାର୍। ଗଲା ଫେବୃୟାରୀ ୧୫ ନୁ ମାର୍ଚ୍ଚ ୧ ତକ୍ ହେଇଥିଲା ଦଶମ ପରୀକ୍ଷା । ଫେବୃୟାରୀ ୧୫ ନୁ ମାର୍ଚ୍ଚ ୪ ତକ୍ ହେଇଥିଲା ଦ୍ଵାଦଶ ର ପରୀକ୍ଷା। ପରୀକ୍ଷା ଦେଇଥିଲେ ୪୪ ଲକ୍ଷ ଛାତ୍ର ଛାତ୍ରୀ