
ବଲାଙ୍ଗିର;୦୭/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ରେ ଲାଗଲା ୮୧ ଟା ସିସିଟିଭି କ୍ୟାମେରା । ଦିନୁଦିନକେ ଅପରାଧ ବଢ଼ିଚାଲୁଥିବାର ବେଲକେ ତତ୍ପରତା ଦେଖାଉଛେ ପ୍ରଶାସନ । କଡ଼ା ନଜର ରେ ରହେବା ପାଟଣାଗଡ଼ ସହର।
ଗଲା କାଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଣ୍ଟ୍ରୋଲ ରୁମ୍ ଉତଘାଟନ କରିଥିଲେ । ଇ ଉତଘାଟନି ଉତ୍ସବ ନେ ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂଦେଓ, ଏସପି, ପାଟଣାଗଡ଼ ଉପଜିଲ୍ଲାପାଳ, ତହସିଲଦାର,ବିଡ଼ିଓ ଯୋଗ ଦେଇଥିଲେ ।
ଇ ତାର ଦ୍ଵାରା ଅପରାଧ ମୁକ୍ତ ହେବା ପାଟଣାଗଡ ସହର ବଲି ଆଶା କରୁଛନ୍ ସ୍ଥାନୀୟ ପ୍ରଶାସନ ।