ରାଜରାସ୍ତା କେ ଉତରିଲେ ଲୋୟର ସୁକତେଲ ବିସ୍ଥାପିତ ଗଡଶଙ୍କର – ଡୁଙ୍ଗୁରିପାଲି ବାସିନ୍ଦା ।
ମୌଳିକ ସୁବିଧା ରୁ ବଞ୍ଚିତ ବିସ୍ଥାପିତ ପରିବାର ।

ବଲାଙ୍ଗିର;୨୯/୧୦(ମୋର୍ ସମିୟା) ରାଜରାସ୍ତା ରେ ଲୋୟର ସୁକତେଲ ବିସ୍ଥାପିତ ର ପରିବାର । ଛୁଆପିଲା କୁଟୁମ୍ ବାଟୁମ୍ ଧରି ବଲାଙ୍ଗିର ରୁ ପାଟଣାଗଡ଼ ୪୨ ନମ୍ୱର୍ ରାଜ୍ୟ ରାଜପଥ ଝାଙ୍କରପାଲି ରେ କରୁଛନ ରାସ୍ତାରୋକ୍ । ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଏନ୍ତା ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ ବିସ୍ଥାପିତ ପରିବାର । ବାରମ୍ବାର ସରକାର ଆର୍ ପ୍ରଶାସନ କେ ଗୁହାରି କଲା ପରେ ବି ନାଇ ସୁନବାର ବିସ୍ଥାପିତ ଙ୍କର ଦୁଃଖ।ଶେଷ କେ ନିରାଶ ହେଇ ରାଜରାସ୍ତା କେ ଆସଲେ ବଲାଙ୍ଗିର ର ଜୀବନ ରେଖା କେ ଜୀବନ ଦେଇଥିବାର ଲୋକ । ବିସ୍ଥାପିତ ହେବେ ତିନ ବଛର୍ ହେଇଗଲା ପରେ ବି ମୌଳିକ ସୁବିଧା ରୁ ବଞ୍ଚିତ । ସ୍କୁଲ ଟେ ନାଇ ଥିବାର ଲାଗି ଅପାଠୁଆ ହେଇ ରହୁଛନ ପିଲା ।
ପାଖାପାଖି ଦୁଇ ଘଣ୍ଟା ର ଆନ୍ଦୋଳନ କଲା ପରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ବଲାଙ୍ଗିର ତହସିଲଦାର ଓ ସଦର ଥାନା ଆଇଆଇସି ଆସିକରି ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ । ଆଗାମୀ ଦିନ ରେ ଆନ୍ଦୋଳନ ପୁରା ନାଇ ହେଲେ ଆଗକେ ଆନ୍ଦୋଳନ ଜୋରଯାର ହେବା ବଲି ଚେତାବନୀ ଦେଇଛନ ବିସ୍ଥାପିତ ବାସିନ୍ଦା ।




