ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ଲୋୟର ସୁକତେଲ ରେ ଗାଧବାର ସମିୟା ରେ ଭାସିଗଲେ ଯୁବକ, ଭୂଜି କରବାର ହେଲା କାଲ୍।
ଖୋଯାଖୁଜି ପରେ ବି ନାଇ ମିଲେ ଯୁବକ ।

ବଲାଙ୍ଗିର;୦୩/୧୧(ମୋର୍ ସମିୟା) ଭୁଜୀ କରିଆସବାର ହେଲା କାଲ୍ । ଗାଧବାର ସମିୟା ରେ ଭାସିଗଲେ ଯୁବକ । ବଲାଙ୍ଗିର ଲୋୟର ସୁକତେଲ ଡେମ ରେ ରବିବାର ଘଟିଛେ ଏନ୍ତା ଗୁଟେ ଘଟଣା । ଡେମ କେ ଭୁଜି କରି ଆସି ଡେମ ର ତଲ୍ ଆଡ଼େ ଥିବାର ବ୍ରିଜ ରେ ଗାଧୁଥିବାର ସମିୟା ରେ ଭାସି ଯାଇଥିବେ କହୁଛନ ସାଥୀ ଯୁବକ । ଖବର ପାଇ ମାଗୁରବେଡା ଡେମ ରେ ପହଞ୍ଚି ଥିଲା ଅଗ୍ନିଶମ ବାହିନୀ । ଅନେକ ଖୋଜାଖୁଜୀ ପରେ ବି ନାଇ ମିଲିଥିଲେ ଯୁବକ । ସନ୍ଧ୍ୟା ହେଇଯିବାର ନୁ ସର୍ଚ୍ଚ ଅପରେସନ କେ ବନ୍ଦ କରିଛନ ଅଗ୍ନିଶମ ବାହିନୀ । ସୋମବାର ସକାଲୁ ଫେର ଥରେ ମୁଲ ହେବା ସର୍ଚ୍ଚ ଅପରେସନ । ଯୁବକ ଜଣକ ଜଗତସିଂହପୁର ଅଞ୍ଚଳ ର ବଲି ଜଣାପଡିଛେ ।




