ଅପରାଧତାଜା ଖବର

ହନୁମାନ ପଇସା ଲେନ୍ ଦେନ୍ ଲାଗି ଗୁଣ୍ଡା ସାହୁ ଙ୍କୁ ଅପହରଣ, ବଡ଼ ଖୁଲାସା ।

ସାମ୍ନା କେ ଆସଲା ବଡ଼ ତଥ୍ୟ।

ବଲାଙ୍ଗିର;୧୬/୦୮(ମୋର୍ ସମିୟା) ହନୁମାନ ପଇସା ଲେନଦେନ୍ କେ ନେଇ କରି ନରେନ୍ଦ୍ର ସାହୁ (ଗୁଣ୍ଡା) କେ ଅପହରଣ ହେଇଥିବାର ଜଣା ପଡ଼ିଛେ। ଗଲା କାଲି ଗୁଣ୍ଡା ସାହୁ କେ ଭୁବନେଶ୍ବର ନୁ ଉଦ୍ଧାର ପରେ ଅଟକ ଅଭିଯୁକ୍ତ ଆର୍ ଗୁଣ୍ଡା ସାହୁ କେ ରବିବାର ବଲାଙ୍ଗିର ଅନାହେଇଛେ। ଅଟକ ହେଲେ କ୍ଷୀତିଶ ସାହୁ । ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ବାରାକ ଭିତରେ ଏସପି ଦୁହେଁ କେ ମୁହମୁହିଁ ବେଶେଇ ଜେରା ଜାରି ରଖିଛନ୍ । ଅପହରଣ ପଛର ଟିକ୍ ନିକ୍ ତଥ୍ୟ ଦୁହେଁ କର୍ ନୁ ବାହାର୍ କରୁଛନ୍ । ଜେରା ସମିୟା ରେ ବାହାରିଛେ ସାଂଘାତିକ ଥତ୍ୟ। ହନୁମାନ ପଇସା ଲାଗି ଅପହରଣ ହେଇଥିବା ସୂଚନା । ପ୍ରାୟ ୨ କୋଟି ୭୦ ଲକ୍ଷ୍ୟ ଟଙ୍କା କେ ନେଇ କାରବାର ହେଇଥିଲା । ଗଲା ୪ ବଛର୍ ଆଗରୁ ଗୁଣ୍ଡା ଙ୍କୁ ୨ କୋଟି ୭୦ ଲକ୍ଷ୍ୟ ଟଙ୍କା ଦେଇଥିଲେ କ୍ଷୀତିଶ। କିନ୍ତୁ ସେ ଟଙ୍କା ନାଇ ଫିରାବାର୍ ଲାଗି ଅପହରଣ ହେଇଥିଲା । ଦୁହିଁ ଜନ୍ ଙ୍କର ବିରୁଦ୍ଧ ରେ ମାମଲା ରୁଜୁ ହେବାର ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!