ତାଜା ଖବରଭିଡିଓରାଜନୀତି

ଦିଲ୍ଲୀ ରେ ବିଜେପି ଜିତିଲା

ଜାଗା ଜାଗା ରେ ବିଜୟୀ ଉତ୍ସବ ମନାଲେ

ଦିଲ୍ଲୀ ରେ ହେଇଥିବାର ବିଧାନସଭା ଇଲେକ୍ସନ ରେ ଆପ୍ କେଜିରିୱାଲ୍ ସରକାର୍ କେ ହରେଇ କରି ୨୭ ବର୍ଷ ପରେ ବହୁ ମତ୍ ପାଇ କରି ଦିଲ୍ଲୀରେ ବିଜେପି ସାରକାର ଗଠନ କାରବାର୍ କେ ଜାଉଛନ ଚାରି ଆଡେ ବିଜେପି ଦଲ୍ ର କର୍ମୀ ଜନତା ମାନଙ୍କର ଭିତରେ କେତନି କେତେ ଉସତ୍ ଆନନ୍ଦ ଦେଖବାର କେ ମିଲିଛେ ।

କେତେନି କେତେ ଉଷତ

ବଲାଙ୍ଗୀର ରେ ବି ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସାମ୍ନା ରେ ବିଜୟୀ ଉତ୍ସବ ବଢ଼େ ଧୁମ୍ ଧାମ ରେ ମନାଲେ କିଛି ମାସ ଆଗରୁ ଓଡ଼ିଶା ରେ ବିଜେଡି ସରକାର୍ କେ ହରେଇ ବିଜେପି ସାସନ୍ ଗାଦି ନେ ବସଲେ ଆରୁ ଇହାଦେ ଦିଲ୍ଲୀ ରେ ,ସବୁ ମିଶେଇ କରି ୭୦ ଟା ସିଟ୍ ଅଛେ ସେନୁ ବିଜେପି ପାଏଲା ୪୮ ଟା ଆରୁ ଆପ୍ ପାଏଲା ୨୨ ଟା ଆର୍ ବାକି ଦାଲ ଜେନ୍ତା ହେତେ ବଡ ଜାତୀୟ ରାଜନୀତି ଦଳ କଂଗ୍ରେସ୍ ଖାତା ବି ଖୁଲି ନାଇ ପାରି ଆରୁ ଅଲଗା କିଏ ବି ନାଇ ।

ଗୁଟେ ପରେ ଗୁଟେ ରାଏଜ୍ ମାନକୁ ବିଜେପି ଜିତି କରି ସରକାର୍ ଦେଖବାର କେ ମିଲୁଛେ

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!