ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଯୁନିଅର୍ ଟିଚର୍ ଙ୍କୁ ଅନଦେଖା କାରୁଛନ୍ ସରକାର୍

ସଂଗଠନ କରି ଦାବି ଜନାବେ ଜୁନିଅର୍ ଟିଚର୍

ବଲାଙ୍ଗିର: ଜୁନିୟର ଟିଚର ଦାବି ପୂରଣ କରବାର ଲାଗି ଜିଲ୍ଲା ରେ ସଂଗଠନ କଲେ ସରକାର ଙ୍କୁ ଜଣାଲେ ଦାବି ପୂରଣ ଲାଗି ଅନେକ୍ ଯୁବକ୍ ଆରୁ ଯୁବତୀ ଙ୍କର୍ ଆଶା ଥିସି ଭଲ ପାଠପଢି କରି ଚାକିରି ଟେ କରବାର୍ ଲାଗି ଆଉ ନିଜର ପରିବାର ଚଲାବାର୍ ଲାଗି ।

କିନ୍ତୁ ଓଡ଼ିଶା ଜୁନିୟର ଟିଚର ଏଶୋଷିଏସନ ତରଫ ରୁ ଆସିଛେ ସଙ୍ଗୀନ ଅଭିଯୋଗ ; ଚାକିରି ରେ ନିଯୁକ୍ତି ପାଇବାର ଦିନୁ ତାଙ୍କୁ ତାକର୍ ପାରିଶ୍ରମିକ ନାଇ ମିଲବାର୍ ବଲି କହୁଛନ ଅନେକ୍ ଶିକ୍ଷକ

ସରକାର୍ କେବେ ଶୁନବେ କଥା

ଇ ଅଭିଯୋଗ କେ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରବାର ଲାଗି ଜିଲ୍ଲା ସ୍ତର ରେ ସଭେ ମିଶି କରି ଗୁଟେ ସଂଘ କଲେ ଓ ଦାବି ଜଣାଲେ ।

ପୂର୍ବରୁ ଇ ସଂଘ ବ୍ଲକ୍ ସ୍ତର ରେ ଥିଲା କିନ୍ତୁ କିଛି ଫଳପ୍ରଦ ନାଇ ହେବାରନୁ ଏବେ ସଭେ ମିଶି କରି ଜିଲ୍ଲା ସ୍ତର ରେ ସଂଘ ବନେଇ କରି ସରକାର ଙ୍କର ପାଖେ ଜନାଲେ ଦାବି ।

ଅଭିଯୋଗକରୀ : ସତ୍ୟନାରାୟଣ ସାହୁ ( ମୁରିବାହାଲ ବ୍ଲକ୍ ) ଅକ୍ଟୋବର ୭ ତାରିଖ ରେ ବଲାଙ୍ଗିର ୧୪ ଟା ବ୍ଲକ୍ ରେ ୮୦୦ ପିଲା ନିଯୁକ୍ତି ପାଇଥିଲେ କିନ୍ତୁ ୪ ମାସ ହେଲା ନ ଆଜି ପର୍ଯ୍ୟନ୍ତ ତାଙ୍କର ଦରମା ନାଇ ମିଲବାର୍ ବଲି ଆନଲେ ଅଭିଯୋଗ ,୧୪ ଟା ବ୍ଲକ୍ ରୁ ସଇଁତଳା ଓ ଆଗଲପୁର କେ ଛାଡି କରି ବାକି ୧୨ ଟା ବ୍ଳକ୍ ରେ ଆଜିତକ୍ ନାଇ ମିଲବାର୍ ଦରମା
ଅନେକ ଥର ବିଇଓ ଅଫିସ୍ କେ ଜାଇ କରି ବି କିଛି ଫଳ ନାଇ ମିଲା କହିଲେ ଶିକ୍ଷକ ।

ଆଶିଷ କୁମାର ଦିଶ୍ରି (ପୁଇଁନ୍ତଲା ବ୍ଲକ୍ ) ୧୬୦୦୦ ଟଙ୍କା ଦେମୁ ବଲି କହିଥିଲେ କିନ୍ତୁ ଠକି ଦେଲେ ସରକାର ବଲି କହୁଛନ ଅଭିଯୋକାରି ।

ଆଗମୀ ଦିନ ରେ ସରକାର ନାଇଶୁନଲେ ଅନ୍ଦୋଳନ୍ କରମୁ ବଲି ଦେଲେ ଚେତାବନୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!