
ଆଜିର ଠିକ୍ ଏନ୍ତା ଦିନ ଭାରତ ହେରେଇ ଥିଲା ତାର ୪୦ ଟା ବୀର ପୁଓ
ଘଟଣା କେ ବିତିଗଲା ନ ୬ ବର୍ଷ କିନ୍ତୁ ଆଜିର ବି ପ୍ରତ୍ୟେକ ଭାରତୀୟ ର ମନେ ରହିଜାଇଛେ ସେ ଲୋମଟାଙ୍କୁରା କାହାଣୀ ।
୧୪ ଫେବୃୟାରୀ ୨୦୧୯ ଆଜିର ଦିନେ ଭାରତ ମାଟି ହେରେଇ ଥିଲା ତାର ୪୦ ଟା ହୀରା, ପାକିସ୍ତାନୀ ଆତଙ୍କି ଖେଲିଥିଲା ରକ୍ତ ର ହୋଲି ।
ପୁଲୱାମା ଠାନେ ଘଟିଥିବାର୍ ଇ ଘଟଣା ଆଜିବି ଦେଶବାସୀ ସୋର କଲେ ଆସି ଜାଇସି ଆଖିନୁ ଲୁହୁ ।
ବିସ୍ପୋରଣ ର ଭୟାବହତା ଏତେ ଥିଲା ଯେ ଖଣ୍ଡବିଖଣ୍ଡିତ ହେଇ ରାସ୍ତା ରେ ପଡ଼ିରହିଥିଲା ଯବାନ ର ମୃତ ଦେହ ।
ଆଜି ବି ଦେଶ ସୋର କରୁଛେ ସେ ବୀର ପୁଓ ର ବଳିଦାନ କେ ।
ଟିମ୍ ମୋର୍ ସମିୟା ତରଫ ରୁ ମା ସମଲେଇ ନ ପ୍ରାର୍ଥନା ବୀର ଯବାନ ର ଅମର ଆତ୍ମା ର ସତଗତି ଲାଗି ।