ଜୀବନଚର୍ଯ୍ୟାତାଜା ଖବର

ପାଲନ ହେଲା କୋଶଲ୍ ରତ୍ନ ପଣ୍ଡିତ ପ୍ରାୟଗଦତ୍ତ ଯୋଶୀ ଙ୍କର ଜନମ୍ ଦିନ।

ଅଞ୍ଚଲ୍ ଲାଗି କରି ଯାଇଥିବାର କାମ୍ କେ ହେତଉଛନ୍ ସଭେ

  1. ପାଟଣାଗଡ଼;୨୫/୦୨(ମୋର୍ ସମିୟା) କୋଶଲି ଭାଷାର୍ ସିଘା ମେରୁଖମ କୋଶଲି ଭାସାର୍ ଆଗ ମଙ୍ଗୁଆଲ୍ କୋଶଲ୍ ରତ୍ନ ପଣ୍ଡିତ ପ୍ରାୟଗଦତ୍ତ ଯୋଶୀ ଙ୍କର ଜନମ ଦିନ ବଲାଙ୍ଗିର ଜିଲ୍ଲାର ଆଗଧାଡ଼ିର କୋଶଲି ସାହିତ୍ୟ ଅନୁଷ୍ଠାନ କୋସଲିଡେରା ତରଫ ନୁ ପାଟଣାଗଡ଼ ବାବାଜୀପଡା ଠାନେ ମନା ହେଇଛେ ।ଅନୁଷ୍ଠାନ ର ଆବାହକ ସନ୍ତୋଷ କୁମାର ଦାସ ବଏଠା ଜାଲି ସଭା ମୁଲ କରିଥିଲେ ।ଇ ସଭାନେ ଅନୁଷ୍ଠାନ ର ସଭାପତି ଭକ୍ତବନ୍ଧୁ ବିଶ୍ୱାଳ,ସମ୍ପାଦକ ଲାଲଚନ ବଗର୍ତ୍ତି କ୍ଷୀରୋଦ୍ର କୁମାର ସାହୁ, ଶାନ୍ତନୁ କୁମାର ବୁଦ୍ଧିଆ ଠୋଲ୍ ହେଇ ପଣ୍ଡିତ ଯୋଶୀ ଆଗିଆଁ କୋଶଲି ଭାଷା କେ ଚାରହି ଆଡେ ଫେଏଲାବାର ଲାଗି ଗୁରଦୁ କବାର କରିଛନ ବଲି କହିଥିଲେ ।ଇ କବାରର୍ ଲାଗି କୋଶଲ ବାସୀ ତାହାକୁ ସବୁବେଳେ ସୁରତା କରୁଥିବେ ବଲି କହିଥିଲେ। ଇ ଉଧେ ଅନୁଷ୍ଠାନ ର ବଛରକିଆ ଉଛବ ଆଏବାର ମାର୍ଚ୍ଚ ମାସର ୩୦ତାରିଖ ଦିନେ ମନା ହେବା ବଲି ନିଷ୍ପତ୍ତି ନିଆ ହେଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!