
ଗଲା କାଲି ରାତି ତାଙ୍କର ଦେହାନ୍ତ ପରେ ଆଜି ସକାଳୁ ତାକର ମର ଶରୀର ଭୁବନେଶ୍ୱର ଏୟାରପୋର୍ଟ ରେ ପହଞ୍ଚି ଥିଲା । ତାଙ୍କର ଶେଷ ଦର୍ଶନ ଲାଗି ଅନେକ ନେତା ଅଭିନେତା ଶେଷ ଦର୍ଶନ ଲାଗି ଦେଖବାର କେ ଆସିଥିଲେ, ଆଉ ଆଜି ମର ଶରୀର ଆସବାର୍ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ବାସଭବନ ରେ ଜାଇ କରି ଶେଷ ଦର୍ଶନ କରି କରି ଶ୍ରଦ୍ଧାଞ୍ଜଳି ଦେବାର ସାଙ୍ଗେ କରିବାର ପାଖେ ବସି କରି ସନ୍ତନା ଦେବାର ଦେଖବାର୍ କେ ମିଲିଥିଲା ।