
ବରଗଡ଼;୦୩/୦୨(ମୋର୍ ସମିୟା) ବରପାଲି ଗାନ୍ଧି ଛକ ନେ ବଲାଙ୍ଗିର – ବରଗଡ଼ ଜାଇ ଥିବାର ଜାତୀୟ ରାଜପଥ ରେ ଅନେକ ଗାଈ ଗୋରୁ ରାସ୍ତା ଉପରେ ଶୁଇ ଥିବାର ଦେଖବାର କେ ମିଲୁଛେ ।
ରାସ୍ତା ରେ ଅନେକ ସମିୟା ରେ ଶୁଇ ଥିବାର ବେଲେ କେତେବେଲେ ଅଯାଣତ କିମ୍ବା ବେପରୁଆ ଗାଡ଼ି ଚାଳନା ଲାଗି ନିରୀହ ଙ୍କର ଜୀବନ ବି ଯାଉଛେ ।
ରାସ୍ତା ରେ ଅନେକ ଗାଡ଼ି ମଟର ଗଲା ସମିୟା ରେ ରାସ୍ତା ଯାମ୍ ହେବାର ସାଙ୍ଗେ ଜରୁରୀ କାଳୀନ ଯାନବାହାନ (ଆମ୍ବୁଲାନ୍ସ) ମାନେ ରାସ୍ତା ରେ ଅଟକି ରହୁ ଥିବାର ଦେଖବାର କେ ମିଲୁଛେ ।
ଗାଈ ମାନଙ୍କର ମାଲିକ ଓ ସ୍ଥାନୀୟ ପ୍ରଶାସନ କେ ଅନୁରୋଧ ଇ ତାର କିଛି ସ୍ଥାୟୀ ବନ୍ଦବୋସ କରବାର୍ ସାଙ୍ଗେ ଜଣେ ମଣିଷ ଓ ନିରୀହ ଯିବ ଜନ୍ତୁ ର ଜୀବନ ରକ୍ଷା କରୁନ ।