ଖେଳଦେଶ ବିଦେଶସ୍ପେସାଲ୍ ରିପୋର୍ଟ
ଚାମ୍ପିୟନ ଟ୍ରଫି ଫାଇନାଲ୍ ରେ ଭାରତୀୟ କ୍ରିକେଟ ଟିମ୍ ।
କ୍ରିକେଟ୍ ପ୍ରେମୀ ଙ୍କର ଉସତ୍ କହେଲେ ନାଇ ସରେ

ଆଜି ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍ ରେ ଅଷ୍ଟ୍ରେଲିଆ କେ ୪ ୱିକେଟ୍ ରେ ହରେଇ କରି ଭାରତୀୟ ଟିମ୍ ପହଞ୍ଚି ଯାଇଛେ ଫାଇନାଲ କେ ।
ଅଷ୍ଟ୍ରେଲିଆ ଦଲ ପହେଲା ଟଚ୍ ଜିତି କରି ବ୍ୟାଟିଂ ର ନିଷ୍ପତି ନେଇଥିଲା ।ବୋଲିଂ ରେ ଭାରତୀୟ ଦଲର୍ ଖେଲାଡ଼ି ମାନେ ମହମ୍ମଦ ସାମି ୩ ଟା ୱିକେଟ୍,ରବୀନ୍ଦ୍ର ଜେଡେଜା ୨ ଟା ୱିକେଟ୍,ହାର୍ଦ୍ଧିକ ପାଣ୍ଡିଆ ୧ ୱିକେଟ୍ ନେଇ ଥିବାର ବେଲେ ଅଷ୍ଟ୍ରେଲିଆ କେ ୨୬୪ ରନ୍ ରେ ଅଲ୍ଆଉଟ କରିଦେଇ ଥିଲେ ଭାରତୀୟ ଖେଳାଳି ।
ଜିତିବାର ଲକ୍ଷ ନେଇ କରି ଭାରତୀୟ ଟିମ୍ ଉତ୍ରି ଥିଲା ମଇଦାନ କେ,ବିରାଟ କୋହଲି ୮୫,ଶ୍ରେୟସ ଆୟର ୪୫,ହାର୍ଦ୍ଧିକ ପାଣ୍ଡିଆ ୨୮ ସାଙ୍ଗେ ଶେଷ ସମିୟା ର ୨ ଟା ଲମ୍ବା ଛକା ଆନିଦେଇଥିଲା ବଡ ବିଜୟ।
୪୮ ଓଭର ଆଉ ୬ ଟା ୱିକେଟ୍ ସାଙ୍ଗେ ଭାରତୀୟ ବିଜୟ କରିଛେ ତାର ସାଙ୍ଗେ ଫାଇନାଲ ରେ ଦେଇଛେ ପାଦ।
ଭାରତୀୟ ଟିମ୍ ର ବିଜୟ କେ ଦେଖି କରି ଚାରି ଆଡ଼େ ଖୁସି ର ମହୋଲ