ଜଙ୍ଗଲ୍ ରୁ ମଲା ଦେହେ ଉଦ୍ଧାର କଲା ବଲାଙ୍ଗୀର ସଦର ପୋଲିସ୍,ମାରି କରି ଜଙ୍ଗଲ୍ ରେ ଫିକି ଦେଇ ଥିବାର ଅଭିଯୋଗ ।
ତନା ଘନା ଜାରି ରଖିଛେ ପୋଲିସ୍

ବଲାଙ୍ଗୀର;୨୫/୦୩(ମୋର୍ ସମିୟା) ବଲାଙ୍ଗୀର ସଦର ଥାନା ଏରିଆ ଭିତରେ ଆସୁଥିବାର ଡୁମେଝରନ ଗାଁ ପାଖର୍ ଜଙ୍ଗଲ୍ ରୁ ଜନେ ଜୁଆନ୍ ପିଲାର୍ ମଲା ଦେହେ ଉଦ୍ଧାର କରିଛେ ବଲାଙ୍ଗୀର ସଦର ପୋଲିସ୍,ପୋଲିସ୍ ର ପହେଲା ତଦନ୍ତ ହିସାବେ ଇ ଯୁବକ କେ କିଏ ମାରି କରି ପକେଇଦେଇଛେ,କେ ଜେ କି ସେ ମଲା ଯୁବକ୍ ଦିହେ ଗୁରୁଦୁଟେ ଟେ କ୍ଷତ ହେଇ ଥିବାର ଚିହ୍ନା ମାନେ ରାହିଛେ,ମରି ଯାଇଥିବାର ଯୁବକ୍ ହେଲେ ଲୋଇସିଂହା ବ୍ଲକ୍ ରତାଖଣ୍ଡି ପଞ୍ଚାୟତ ଡୁମେରଝରନ ଗାଁ ର ଶତ୍ରୁଘ୍ନ ପଟେଲ୍ ସେ ଜନେ କାଠ୍ ମିସ୍ତ୍ରୀ ଭାବେ କାମ୍ କରି ପରିବାର ପୁସୁଥୁଲେ ।
ସୋମବାର ଦିନ ସେ ପାଟଣାଗଡ଼ ବ୍ଲକ୍ ଠେଲକୋଛାପର ଅଞ୍ଚଲ୍ କେ ଜାଇଥିଲେ ଆରୁ ଘରକେ ନାଇ ଫିରି ନ,ଆଜି ଠେଲକୋଛାପର ଆରୁ ଡୁମେଝରନ ପାଖର ଜଙ୍ଗଲ ରେ ଥିବାର ନାଲି ଭିତରୁ ସେ ଯୁବକ ଙ୍କର ମଲା ଦେହେ ଉଦ୍ଧାର କରିଛେ ବଲାଙ୍ଗୀର ସଦର ପୋଲିସ୍ । ଇ କଥା ତାଙ୍କର ପରିବାର ଲୋକ୍ ଜାନଲା ପରେ କିଏ ମାରି ଦେଇ ଥିବାର ଅଭିଯୋଗ କରିଛନ୍ ଇ ଘଟନା ରେ ବଲାଙ୍ଗୀର ସଦର ପୋଲିସ୍ ୫ଜନ୍ କୁ ଥାନା ରେ ଅଟକେଇ କରି ପଚରା ଉଚରା ଜାରି ରଖିଛେ।