ଅପରାଧଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ପାକିସ୍ତାନ କବଜା ରେ ଭାରତୀୟ ଯବାନ ।

ଭୁଲ୍ ରେ ପଲେଇ ଗଲେ ସୀମା ର ବାହାରକେ ।

ପାକିସ୍ତାନ କବଜା ରେ ବିଏସଏଫ ଯବାନ। ଭାରତ ର ଜଣେ ବିଏସଏଫ ଯବାନ କେ ଅଟକେଇ କରି ରଖିଛନ ପାକିସ୍ତାନୀ ରେଞ୍ଜର। ଅଜାଣତ ରେ ପେଟ୍ରୋଲିଂ ସମିୟା ରେ ହେଇଥିଲେ ସୀମା ପାର। ୧୮୨ ବଟାଲିୟନ ର ପି.କେ. ସିଂହ କେ ପଞ୍ଜାବ ଫିରୋଜପୁର ରେ ଅଟକ ରଖାଯାଇଛେ । ଯବାନ କେ ମୁକଲାବାର କେ ଚାଲିଛେ ଯୋଜନା । ଘଟଣା ହେଇଛେ ଗୁରୁବାର ୨ ବଯେ ଯବାନ ଚାଷୀ ମାନଙ୍କର ସାଙ୍ଗେ କଥାହେଇ ଥିଲେ ଓ ଗଛ ତଲେ ଛାଇ ରେ ବସିଥିଲେ । ଇ ସମିୟା ରେ ପାକ୍ ରେଞ୍ଜର ନେଇ ଜାଇଥିବାର ସୂଚନା ।

ପହଲଗାମ ଆତଙ୍କି ଙ୍କର ଗୁଲିମାଡ଼ ରେ ୨୬ ପର୍ଯ୍ୟଟକ ଙ୍କର ମୃତ୍ୟୁ ହେଇଥିଲେ । ସାରା ଦେଶ ରେ ଇ ଘଟଣା କେ ନେଇ ଚର୍ଚ୍ଚା ଥିବାର ବଲେ ପାକିସ୍ତାନ ଓ ଭାରତ ଭିତରେ ତିକ୍ତତା ଚାଲିଥିବାର ବେଲେ ଘଟିଛେ ଏନ୍ତା ଗୁଟେ ଘଟଣା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!