ଜୀବନଚର୍ଯ୍ୟାତାଜା ଖବର
ହୀରାକୁଦ ରେ ଭିସୁଟ ଛାତ୍ରୀ ବୁଡ଼ି ଯିବାର ଘଟଣା ରେ ନିଆ ଗଲା କଡ଼ା ପଦକ୍ଷେପ ।
ମଦ ପିବାର୍ ହେଲା କାଲ୍ ।

ସମ୍ବଲପୁର;୨୮/୦୪(ମୋର୍ ସମିୟା) ଗଲା ଏପ୍ରିଲ୍ ୧୦ ତାରିଖ୍ ବୁର୍ଲା ଭିସୁଟ ର ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିରିଂ ଶେଷ ବର୍ଷ ର ଛାତ୍ରୀ ହୀରାକୁଦ ର ନିଷିଦ୍ଧାଞ୍ଚଳ ରେ ଭୁଜି କରି ଗାଧବାର ସମିୟା ରେ ବୁଡ଼ି ମରବାର ଘଟଣା ରେ ନିଆଗଲା କଡ଼ା ପଦକ୍ଷେପ ।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ର ଶେଷ ବର୍ଷ ର ଛାତ୍ରୀ ଶାଶ୍ଵତୀ ଭୋଇ ଓ ତାକର୍ ୭ ଟା ସାଙ୍ଗ ହୀରାକୁଦ ର ଫିସରି କେ ଭୁଜି କରବାର କେ ଯାଇଥିଲେ । ହେଲେ ଗାଧବାର ସମିୟା ରେ ଶାଶ୍ଵତୀ ବୁଡି ଜାଇ ତାଙ୍କର ମୃତ୍ୟୁ ହେଇଥିଲା । ଇ ଘଟଣା ରେ ୬ ଜଣ ଛାତ୍ରୀ କେ ହଷ୍ଟେଲ ଛାଡବାର କେ ନିର୍ଦ୍ଧେଶ ଦିଆଯାଇଛେ । ସେମାନେ ମଦ ପି କରି ଭୁଜି କରିଯାଇଥିଲେ ଓ ସେମାନେ ମଦ ପିବାର କଥା ସ୍ବୀକାର କରିଛନ୍ କଲେଜ କତୃପକ୍ଷ ।
ଭବିଷ୍ୟତ ରେ କେନ୍ତା କରି ଇ ଘଟଣା ର ପୁନରାବୃତ୍ତି ନାଇ ହେବା ସେଥିର ଲାଗି ଆମେ ଯତ୍ନବାନ ହେମୁ କହିଛନ୍ କଲେଜ କତୃପକ୍ଷ ।