ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ର ଘର ପାଖେ ପଡ଼ଲା ବୋମା, ପାକିସ୍ତାନ ଛାଡ଼ି ଦୁବାଇ ପଲାଲେ ପାକ୍ ପ୍ରଧାନମନ୍ତ୍ରୀ ।

ଭୟ ରେ ଚିତ୍କାର କରୁଛନ ପାକିସ୍ତାନ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫ୍ ଙ୍କର ବାସଭବନ ପାଖେ ଗଲା କଲି ବୋମା ମାଡ଼ ହେଇଥିବାର ସୂଚନା । ବୋମା ମାଡ଼ ର କାରଣ ଅସ୍ପଷ୍ଟ ରହିଛେ । ବୋମା ମାଡ଼ ପରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ଛାଡ଼ି ଦୁବାଇ ପଲେଇଥିବର୍ ଗଣମାଧ୍ୟମ ରେ ଚର୍ଚ୍ଚା। ପାକିସ୍ତାନ ର ୩ ଟା ଜାଗା ର ଏୟାର ଡିଫେନ୍ସ ଧ୍ବଂସ କରିଛେ ଭାରତ । ପାକିସ୍ତାନ ଭିତରେ ପଶି କଡ଼ା ଜବାବ ଦଉଛେ ଭାରତ । ପାକିସ୍ତାନ ର ପୂର୍ବତନ ପ୍ରାଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କର ସମର୍ଥକ କଲେ ଯୋରଯାର ବିରୋଧ। ଇମ୍ରାନ ଖାନ୍ କେ ଜେଲ୍ ରୁ ମୁକଲାବାର କେ ଦାବି । ଅପରେଶନ ସିଦୂର୍ କେ ନେଇକରି ଭୟଭୀତ ହେଇଗଲେ କେଁ ପ୍ରଧାନମନ୍ତ୍ରୀ ? ବର୍ତମାନ ସୁଦ୍ଧା ବି ଖୋଜ ଖବର ନାଇଥିବର୍ ସୂଚନା ।

ଭୟ ରେ ଥରୁଛେ ପାକିସ୍ତାନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!