ଜୀବନଚର୍ଯ୍ୟାତାଜା ଖବର
ଦୁଇ ଦିନ୍ ଭିତରେ ଆସୁଛେ +୨ ରେଜଲ୍ଟ,ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
ରେଜଲ୍ଟ ଅପେକ୍ଷା ରେ ଛାତ୍ର ଛାତ୍ରୀ ସାଙ୍ଗେ ପରିବାର ଲୋକେ ।

ଭୁବନେଶ୍ୱର;୨୦/୦୫(ମୋର୍ ସମିୟା) ଦିନେ ରୁ ଦୁଇ ଦିନ ଭିତରେ +୨ ପରୀକ୍ଷା ରେଜଲ୍ଟ ଆସବା ବଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଲା ଫେବୃୟାରୀ ୧୮ ନୁ ମାର୍ଚ୍ଚ ୨୮ ତାରିଖ ତକ୍ ହେଇଥିଲା +୨ ପରୀକ୍ଷା । ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୬୧୬ ଜଣ ଛାତ୍ର ଛାତ୍ରୀ। ଖାତା ଦେଖା ସରିଯାଇଥିବାର ବେଲ୍ କେ, ସିଏଚ୍ଏସି ଗଲା ମେ ୧୫ ସୁଦ୍ଧା ରେଜଲ୍ଟ ବାହାର କରବାର କେ ଲକ୍ଷ ରଖିଥିଲା । ହେଲେ ରେଜଲ୍ଟ ଆସବାର ରେ ହେଇଗଲା ଡେରି। କିନ୍ତୁ ପିଲା ମାନଙ୍କୁ ବ୍ୟସ୍ତ ନାଇ ହେବାର କେ କହିଲେ ବିଭାଗୀୟ ମନ୍ତ୍ରୀ । ଥରେକେ କଳା,ବାଣିଜ୍ୟ, ବିଜ୍ଞାନ ବିଭାଗ ର ରେଜଲ୍ଟ ଆସବା ବଲି ସୂଚନା ଦେଇଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ରେଜଲ୍ଟ ଅପେକ୍ଷା ରେ ଛାତ୍ର ଛାତ୍ରୀ ସାଙ୍ଗେ ପରିବାର ଲୋକେ ।