ତାଜା ଖବରଦେଶ ବିଦେଶ

ଅପରେସନ ସିନ୍ଦୂର ର ସଫଳତା ଲାଗି ସେନା ଙ୍କର ଲାଗି ୧ ଲକ୍ଷ ୫ ହଜାର ଟଙ୍କା ଦାନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।

ଫେର୍ ଚର୍ଚ୍ଚା ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।

ବଲାଙ୍ଗିର;୨୨/୦୫(ମୋର୍ ସମିୟା) ଫେର୍ ଘେ ଚର୍ଚ୍ଚା ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ନିଜର ୩ ମାସ ର ଦରମା ଦାନ କଲେ ଭାରତୀୟ ସେନା ଙ୍କର ଉଦ୍ଦେଶ୍ୟ ରେ । ପ୍ରତି ବିଧାୟକ କେ ମିଲିଥିସି ମାସିକ ୩୫ ହଜାର ଟଙ୍କା । ପହଲଗାମ୍ ଆକ୍ରମଣ ର ବଦଲା ନେଇ ଅପରେସନ ସିନ୍ଦୂର ରେ ଭାରତୀୟ ସୈନିକ ଙ୍କର ପରାକ୍ରମ କେ ସମ୍ମାନ ଜଣେଇ ଓ ଯବାନ ମାନଙ୍କୁ ଉତ୍ସାହିତ କରବାର ଲାଗି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକେ ନିଜର ଦରମା ରୁ ୧ ଲକ୍ଷ ୫ ହଜାର ଟଙ୍କା କରଛନ ଦାନ। କଣ୍ଟାବାଞ୍ଜି ତହସିଲଦାର ବିଶ୍ଵନାଥ ଖାଲକୋ ଙ୍କର ଜରିଆ ରେ ଚେକ୍ କାଟି ପିଏମ୍ ରିଲିଫ୍ ପାଣ୍ଠିକେ କଲେ ଦାନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!