ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନ

ଛତିଶଗଡ ଅବୁଝମାଡ଼ ଜଙ୍ଗଲ ରେ ୨୭ ମାଓବାଦୀ ନିହତ ପରେ ଖୁସି ରେ ନାଚଲେ ଯବାନ ।

ଯବାନ ଖେଲେ ଅଦିନିଆ ହୋଲି ।

ଛତିଶଗଡ଼;୨୩/୦୫(ମୋର୍ ସମିୟା) ଗଲା ୨୧ ତାରିଖ ଛତିଶଗଡ ଅବୁଝମାଡ଼ ଜଙ୍ଗଲ ରେ ଡିଆରଜି ଯବାନ ଓ ମାଓବାଦୀ ଭିତରେ ଗୁଲି ବିନିମୟ ହେଇଥିଲା । ଯବାନ ଙ୍କର ପାଲଟା ଜବାବ ରେ ୨୭ ମାଓବାଦୀ ସାଙ୍ଗେ ମାଓ ମୁଖିଆ ନିହତ ହେଇଥିଲେ । ମାଓବାଦୀ ମାନଙ୍କର ନୁ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ବି ଜବତ ହେଇଥିଲା ।

ଅପରେସନ ସାରି ଫିରବାର ସମିୟା ରେ ସ୍ଥାନୀୟ ଲୋକେ ଯବାନ ମାନଙ୍କୁ ଫଗୁ ଲଗେଇ ଫଟକା ଫୁଟେଇ କରି ସ୍ଵାଗତ କରିଥିଲେ । ଯବାନ ମାନେ ବି ତାଙ୍କର ସଫଳତା ଲାଗି ନିଜର ନିଜର ଭିତରେ ଫଗୁ ଲଗାଲୁଗି ହେଇକରି ଗାନା ତାଲେ ତାଲେ ନାଚିଥିଲେ ।

ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା ଇ ୩ ଟା ରାଜ୍ୟ ରେ ୧୦ ହଜାର ଯବାନ କେ ଜଙ୍ଗଲ ରେ ନିୟୋଜିତ କରାଯାଇଛେ । ହେଲିକପ୍ଟର ମାଧ୍ୟମ ରେ ଆକାଶ ମାର୍ଗରୁ ଖାଦ୍ୟ ପାନୀୟ ଯୋଗେଇ ଦିଆଯାଉଛେ । ୨୦୨୬ ସୁଦ୍ଧା ଭାରତ ରେ ମାଓ ମୁକ୍ତ କରବାର କେ ଆହ୍ବାନ କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା। ଚାଲିଛେ ଜୋରଯାର ମାଓ ଦମନ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!