ଆଜୀବନ କାରାଦଣ୍ଡ ର ସଜା ପାଏଲା ପାଟଣାଗଡ଼ ପାର୍ଶଲ୍ ବୋମା ଘଟଣା ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ।
୭ ବର୍ଷ ପରେ ହେଲା ରାୟ।

ବଲାଙ୍ଗିର;୨୮/୦୫(ମୋର୍ ସମିୟା)ବଲାଙ୍ଗିର ଜିଲ୍ଲା ର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ଶଲ୍ ବୋମା ଘଟଣା ର ଦୀର୍ଘ ୭ ବଛର୍ ପରେ ଆଜି ରିମା ରାଣୀ ଓ ତାଙ୍କର ପରିବାର କେ ମିଲା ନ୍ୟାୟ। ପାଟଣାଗଡ଼ ଏଡ଼ିଯେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରବାର ସାଙ୍ଗେ ଆଜୀବନ କାରାଦଣ୍ଡ ର ସାଯା ଦେଇଛନ । ଆଜୀବନ ଦଣ୍ଡାଦେଶ ସାଙ୍ଗେ ୫୦ ହଜାର ଟଙ୍କା ଜରିମାନା ଲଗେଇଛନ କୋର୍ଟ । ବର୍ତ୍ତମାନ ର ରାୟ ହିସାବରେ ମୃତ୍ୟୁ ହେବାର ତକ୍ ଜେଲ୍ ର ସଜା କାଟବେ ପୁଞ୍ଜିଲାଲ। ୩୦୨,୩୦୭,୨୦୧ ଏନ୍ତା କିଛି ସଙ୍ଗୀନ ଦଫା ଲାଗିଛେ ପୁଞ୍ଜିଲାଲ ର ନାରେ । କୋର୍ଟ ରୁ ସୌମ୍ୟ ରଞ୍ଜନ ଙ୍କର ବାପା ଓ ମାଆ ବାହାରିବାର ପରେ ଆମେ କିଛି ଟା ସନ୍ତୁଷ୍ଟ ଅଛୁ କିନ୍ତୁ ଆମେ ଚାହୁଥିଲୁ ଫାଶୀ ହେଇଯାଉ ବଲି ପ୍ରତିକ୍ରିୟା ରଖିଥିଲେ । ଯଦି ପୁଞ୍ଜିଲାଲ ଉପରିସ୍ଥ କୋର୍ଟ କେ ଯାଏ ତାହେଲେ ଆମେ ବି ଯିବୁ କହେଲେ ସୌମ୍ୟ ଙ୍କର ବାପା। ଆଜି ମୋର୍ ପୁଅ ର ଆତ୍ମା କିଛି ମାତ୍ର ରେ ଶାନ୍ତି ପାଇଥିବାର କହି ଛଲଛଲ ହେଇଯାଇ ଥିଲା ଦୁଇ ମା ଓ ବାପା ର ଆଖି ।
୨୦୧୮ ମସିହା ଫେବୃୟାରୀ ମାସର ୨୨ ତାରିଖ ପାଟଣାଗଡ଼ ପାର୍ସଲ ବୋମା ଘଟଣା ସାରା ଦେଶ ରେ ଚହଲ ସୃଷ୍ଟି କରିଥିଲା । ଇ ଘଟଣା ରେ ନବବିବାହିତ୍ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କର ଜେଜେମା ଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହେଇଥିଲା । ଇ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବାର ଭଇଁଶା କଲେଜ ର ଅଧ୍ୟାପକ ପୁଞ୍ଜିଲାଲ ମେହେର ବଲି ଜଣା ପଡିଥିଲା । ଓ ଆଜି ପାଟଣାଗଡ କୋର୍ଟ ତାହାକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ ।