
ବଲାଙ୍ଗିର;୧୦/୦୭(ମୋର୍ ସମିୟା) ସବୁବେଲେ ଅପରାଧ କ୍ଷେତ୍ର ରେ ଚର୍ଚ୍ଚା ରେ ରହିଥିଶି ବଲାଙ୍ଗିର ଜିଲ୍ଲା । କେତେବେଲେ ମର୍ଡର ତ ଫେର କେତେବେଲେ ଚୋରି ଡକାୟତ। କିନ୍ତୁ ଗଲାକାଲି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ରେ ଘଟିଯାଇଛେ ଗୁଟେ ଅଭାବନୀୟ ଘଟଣା । ଅଭିଯୁକ୍ତ କେ ଧରବାର କେ ଜାଇ ଆକ୍ରମଣ ର ଶିକାର ହେଲେ କଣ୍ଟାବାଞ୍ଜି ଥାନା ର କନେଷ୍ଟବଳ ବିରେନ୍ଦ୍ର ରାୱା । କଣ୍ଟାବାଞ୍ଜି ଥାନା ଖୁଟୁଲମୁଣ୍ଡା ଗାଁ ରେ ଗଣ୍ଡଗୋଳ ର ଖବର ପାଇ ଗାଡ଼ି ରେ ଗୁଟେ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପହଞ୍ଚିବାର ପରେ ଅଭିଯୁକ୍ତ କ୍ଷୀରସାଗର ସରଗରିଆ ପଥର ରେ କନେଷ୍ଟବଳ ଙ୍କର ମୁଣ୍ଡ କେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ କନେଷ୍ଟବଳ ଙ୍କୁ କଣ୍ଟାବାଞ୍ଜି ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ କେ ଅଟକ ରଖି ପୋଲିସ ର ତଦନ୍ତ ଆରମ୍ଭ ।
ଲୋକେ କହୁଛନ ଜେନ ଜାଗା ରେ ପୋଲିସ ସୁରକ୍ଷିତ ନାଇ ନ ସେ ଜାଗା ରେ ସଧାରଣ ଜନତା କେତେ ସୁରକ୍ଷିତ ?