ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ପଥରଚେପା ଗାଁ ର ପୋଖରୀ ଉପରେ ଉପଲୁଛେ ଗୁଟେ ମଲା ଦେହେ ।

ନିଖୋଜ ର ୫ ଦିନ ପରେ ମିଲା ମଲା ଦେହେ ।

ବଲାଙ୍ଗିର;୦୯/୦୧(ମୋର୍ ସମିୟା) ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ପଥରଚେପା ର ପୋଖରୀ ଉପରେ ଉପଲୁଛେ ମଲା ଦେହେ । ମୃତକ ହେଲେ ବଲାଙ୍ଗିର ସହର୍ ଶାନ୍ତିପଡ଼ା ର ପ୍ରବୀଣ ମହାଳୀଙ୍ଗ। ସେ ଗଲା ୫ ତାରିଖ ନୁ ନିଖୋଜ ଥିବାର ନେଇ ପରିବାର ଲୋକ ବଲାଙ୍ଗିର ସଦର ଥାନା ରେ ଏତଲା ଦେଇଥିଲା । ଆର୍ ଆଜି ୫ ଦିନ ପରେ ପୋଖରୀ ରେ ଉପଲୁଥିବାର ଅବସ୍ଥା ରେ ମିଲିଛେ ମଲା ଦେହେ । ପୋଖରୀ ରେ ମଲା ଦେହେ ଉପଲୁଥିବାର ଖବର ପାଇ ଘଟଣା ସ୍ଥଳରେ ଲୋକ ଙ୍କର ଭିଡ ଦେଖବାର ମିଲିଥିଲା । ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ କେ ଖବର ଦେଇଥିଲା, ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ମଲା ଦେହେ କେ ପୋଖରୀ ରୁ ଉଦ୍ଧାର କରିଥିଲେ । ମଲା ଦେହେ ମିଲବାର ପରେ ପରିବାର ଲୋକ ଆନଲେ ହତ୍ୟା ଅଭିଯୋଗ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!