ଅପରାଧତାଜା ଖବର

ଜଗଡା ଗଦା ରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା ।

ଉଦ୍ଧାର କଲେ ସ୍ଥାନୀୟ ଲୋକେ ।

ବଲାଙ୍ଗିର;୨୯/୦୧(ମୋର୍ ସମିୟା) ଜଗଡା ଗଦା ରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା । ଏନ୍ତା ଗୁଟେ ଘଟଣା ଘଟିଛେ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ ଗାଁ ରେ । ଗାଁ ର କିଛି ଲୋକ ଜଗଡ଼ା ଗଦା ରୁ ଶିଶୁ କନ୍ୟା କେ ଉଦ୍ଧାର କରି ଅଙ୍ଗନୱାଡ଼ି ଓ ଆଶାକର୍ମୀ କୁ ଦେଇଥିଲେ । କିଏ ଆର୍ କାଣା ହେଲା ଯେ ନବଜାତ ଶିଶୁ କନ୍ୟା କେ ଫିକୀ ଦେଇଛେ ବର୍ତ୍ତମାନ ସୁଦ୍ଧା ଜଣା ନାଇ ପଡ଼ବାର । ଶିଶୁ କନ୍ୟା ର ଚିକିତ୍ସା ଲାଗି ଡାକ୍ତରଖାନା ନେବାର ସୁବିଧା କରୁଛନ ଗ୍ରାମବାସୀ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!