ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା, ବଲାଙ୍ଗିର ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା।

ଦୋକାନ,ବଜାର,ସ୍କୁଲ,କଲେଜ ବନ୍ଦ ।

ବଲାଙ୍ଗିର;୧୨/୦୨(ମୋର୍ ସମିୟା) କେନ୍ଦ୍ରୀୟ ଟ୍ରେଡ ୟୁନିୟନ୍ ତରଫ ରୁ ଦିଆଯାଇଥିବାର ଭାରତ ବନ୍ଦ ଡ଼ାକରା ରେ ବଲାଙ୍ଗିର ଠପ୍।ବଲାଙ୍ଗିର କୋଶଳ କଳାମଣ୍ଡପ ପଡ଼ିଆ ନୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀ।

ଏଆଇଟିସିୟୁ,ଭାରତୀୟ କିଷାନ ୟୁନିୟନ୍, ୟୁନାଇଟେଡ଼ ଟ୍ରେଡ଼ ୟୁନିୟନ ଭିନଭିନ ସଂଗଠନ ବନ୍ଦ ପାଳନ କରିଛନ ।

କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ଶ୍ରମିକ ଓ ଚାଷୀ ମାରଣା ନୀତି କେ ଦୃଢ଼ ବିରୋଧ କରି ଆନ୍ଦୋଳନ କରିଛେ ସାରା ଦେଶ । ଇ ବନ୍ଦ ଡ଼ାକରା ରେ ସରକାରୀ ଆର୍ ବେସରକାରୀ ଅନୁଷ୍ଠାନ,ସ୍କୁଲ,କଲେଜ୍,ବ୍ୟାଙ୍କ, ଗାଡିମଟର ଚଳାଚଳ ପ୍ରଭାବିତ ହେଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!