ଅପରାଧତାଜା ଖବର

ସ୍ତ୍ରୀ ର ଶାଢ଼ୀ ରେ ସ୍ତ୍ରୀ ର ଟଏଣ୍ଟ ଚିପି ହତ୍ୟା କଲା ସ୍ୱାମୀ । ହତ୍ୟାକାରୀ ସ୍ବାମୀ ସିନ୍ଧେକେଲା ଥାନା ରେ ଅଟକ ।

ଗାଁ ରେ ଚାଞ୍ଚଲ୍ୟ ।

ବଲାଙ୍ଗିର;୧୮/୦୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଜାମପଡ଼ା ଗାଁ ର ଖୁଣ୍ଟିଆ ପଡ଼ା ରେ ସ୍ତ୍ରୀ ର ଶାଢ଼ୀ ରେ ସ୍ତ୍ରୀ ର ଟଏଣ୍ଟ ଚିପି ହତ୍ୟା କଲା ସ୍ୱାମୀ । ମୃତ ମହିଳା ହେଲେ ପୁଷ୍ପାଞ୍ଜଳି ରଣା । ଗାଁ ଲୋକଙ୍କର କହିବାର ହିସାବରେ ଗଲା କେତେ ଦିନ ହେଲା ଦୁଇ ସ୍ଵାମୀ ସ୍ତ୍ରୀ ଙ୍କର ଭିତରେ ଗାଲି ଝଗର ଚାଲିଥିଲା । କିନ୍ତୁ କେନ୍ କାରଣ ରୁ ଏତେ ବଡ଼ ଘଟଣା ଘଟିଗଲା ସେଟା ଏବେ ବି ଅସ୍ପଷ୍ଟ ରହିଛେ । ମଲା ଦେହେ ଘର୍ ଭିତରେ ପଡ଼ିଥିବାର ବେଲକେ ପୋଲିସ ଆର୍ ସାଇନଟିଫିକ ଟିମ୍ ପହଞ୍ଚି ଘଟଣା ର ତଦନ୍ତ ମୁଲ କରିଛନ । ହତ୍ୟାକାରୀ ସ୍ବାମୀ କୃପା ରଣା ଫେରାର ହେଉଥିବାର ସମିୟା ରେ ପୋଲିସ କାବୁ କରି ଥାନା ରେ ଅଟକ ରଖି ପଚରାଉଚରା ସାଙ୍ଗେ ଭିନଭିନ୍ ଦିଗେ ତଦନ୍ତ କରୁଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!