ତାଜା ଖବର

ଝୁଲିପଡ଼ିଲେ ମହିଳା ଆଇଆଇସି ।

କାରଣ ଅସ୍ପଷ୍ଟ।

କଟକ;୦୪/୦୭(ମୋର୍ ସମିୟା) କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଙ୍କ ଆତ୍ମହତ୍ୟା । ଆଜି ଚାଉଳିଆଗଞ୍ଜ ଥାନା କ୍ୱାଟର ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!