ତାଜା ଖବରଦେଶ ବିଦେଶ

ବଲାଙ୍ଗିର ରେ ପତାକା ଉତ୍ତୋଳନ କଲେ ଉଚ୍ଚ ଶିକ୍ଷାମନ୍ତ୍ର ସୂର୍ଯ୍ୟବଂଶୀ ସୂରଜ।

୮୦ ତମ ସ୍ୱାଧୀନତା ଦିବସ।

ବଲାଙ୍ଗିର;୧୫/୦୮ (ମୋର୍ ସମିୟା) ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆ ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ । ଉଚ୍ଚଶିକ୍ଷା ମନ୍ତ୍ରୀ,କ୍ରୀଡ଼ା,ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଏସପି ଅଭିଳାଷ ଜି ଉପସ୍ଥିତ ଥିଲେ । ଭିନଭିନ୍ ସ୍କୁଲ,କଲେଜ ନୁ ଆସି ଛାତ୍ର ଛାତ୍ରୀ ଆସି କରିଥିଲେ ପ୍ୟାରେଡ୍। ଭିନଭିନ କୃତୀ ପ୍ରତିଯୋଗୀ କେ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଆଟଗାଁ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ ମାନ୍ଧାତା ଜନ୍ମପୀଠ କେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରିଥିବାର ସୂଚନା ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!