ତାଜା ଖବରରାଜନୀତି

ଛାତ୍ର ନିର୍ବାଚନ ଆଗରୁ ପୋଷ୍ଟର ଚିରା କେ ନେଇ କଳାହାଣ୍ଡି କଲେଜ ରେ ଉତ୍ତେଜନା।

କଳାହାଣ୍ଡି;୦୮/୧୦ (ମୋର୍ ସମିୟା) ଛାତ୍ର ନିର୍ବାଚନ ଜେତକି ପାଖ କେ ପାଖ କେ ଆସୁଛେ ଜାଗା ଜାଗା ରେ ଦେଖବାର କେ ମିଲୁଛେ ଛାତ୍ର ଅସନ୍ତୋଷ। ବୁଧବାର ଭବାନୀପାଟଣା କଲେଜ ଛକ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ପୋଷ୍ଟର ଫାଡ଼ବାର କେ ନେଇ ଦେଖବାର କେ ମିଲିଛେ ଉତ୍ତେଜନା। ପୋଷ୍ଟର ରେ ସ୍ଵାମୀ ବିବେକାନନ୍ଦ ଓ ମାତା ସରସ୍ୱତୀ ଙ୍କର ଫଟୋ ଥିବାର ସାଙ୍ଗେ ଏବିଭିପି ରେ ଯୋଗ ଦେଉନ ବଲି ଲେଖା ହେଇଥିଲା । ବିଜେଡ଼ି ୱାର୍ଡ ନମ୍ବର ୭ ର କାଉନସିଲର ର ଇସାରା ରେ ପୌରପାଳିକା ର କର୍ମଚାରୀ ମାନେ ଚିରି ଥିବାର ନେଇ ଏବିଭିପି ର ଛାତ୍ର ଛାତ୍ରୀ ଅଭିଯୋଗ କରୁଛନ୍ । ଜେନ ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛେ। ଜେନ ଥିର ଲାଗି ଛାତ୍ର ଛାତ୍ରୀ ମାନେ ରାସ୍ତା ରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ। ଟାଉନ୍ ଥାନା ରେ ଲିଖିତ ଅଭିଯୋଗ କରି ଦୋଷୀ ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!