ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେ ଗ୍ୟାସ ସିଲିଣ୍ଡର ଫାଟି ଦଁ ଦଁ ଜଲି ଗଲା ବେକରି ଜୋନ୍ ।

ବଲାଙ୍ଗିର;୩୧/୧୦(ମୋର୍ ସମିୟା) ବଲାଙ୍ଗିର ସଇଁନ୍ତଲା ୟୁନିୟନ ବ୍ୟାଙ୍କ୍ ପାଖେ ଥିବାର ଭାଇବସ୍ ବେକରି ରେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ଜଲି ପୁଡି ଛାରଖାର ହେଇଗଲା ଦୋକାନ । ଟିକେ ଟିକେ ବଞ୍ଚିଗଲେ ଦୋକାନ ର କର୍ମଚାରୀ । ଗ୍ୟାସ ରେ ତେଲ କରେହି ବସେଇ କରି ଖାନା ବନଉଥିବାର ସମିୟା ରେ ହଠାତ୍ ଗ୍ୟାସ ସିଲିଣ୍ଡର ନୁ ଗ୍ୟାସ ବାହାରି ଯୁଏ ଲାଗିଥିବାର କହିଛନ ଦୋକାନ ର କର୍ମଚାରୀ । ସେ ସମିୟା ରେ ଦୋକାନ ରେ ୪ ଜନ୍ କର୍ମଚାରୀ କାମ କରୁଥିଲେ । ସବୁ କର୍ମଚାରୀ ସୁରକ୍ଷିତ ଥିବାର ସୂଚନା। । ଯୁଏ ଲାଗି କରି ଦୋକାନ ର ଲକ୍ଷାଧିକ ଟଙ୍କା ର ଜିନିଷ ପୋଡ଼ି ଛାରଖାର। ଦୋକାନ ରେ ଲାଗିଥିବାର ଫ୍ରିଜ, ଗ୍ରାଇଣ୍ଡର, ଭିନଭିନ ମେସିନ୍,ମୋବାଇଲ୍, ନଗଦ ଟଙ୍କା ପୁଡ଼ି ଯାଇଥିବାର କହିଛନ ଦୋକାନ ର କର୍ମଚାରୀ । ଖବର ପାଇ ଘଟଣା ସ୍ଥଳରେ ସଇଁନ୍ତଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କେ ଆୟତ୍ତ କରବାର କେ ଚେଷ୍ଟା କରିଥିଲେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!