ତାଜା ଖବର

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ରେ ଗଠନ୍ ହେଲା ନୂଆ ପିଜି ୟୁନିଅନ।

ବଲାଙ୍ଗିର;୦୭/୧୧ (ମୋର୍ ସମିୟା) ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ରେ ଛାତ୍ର ଛାତ୍ରୀ ଙ୍କର ଲାଗି ବଡ଼ ପଦକ୍ଷେପ। ଛାତ୍ର ଛାତ୍ରୀ ଲାଗି ଗଠନ ହେଲା ନୂଆଁ ପିଜି ୟୁନିଅନ। ଇ ଚୟନ ପ୍ରକ୍ରିୟା ରେ ଡ଼ା. ବଙ୍ଗାଳୀ ସୋରେନ୍‌ କୁ ସଭାପତି,ଡ଼ା. ସୀତାରାମ ମେହେର କୁ ଉପସଭାପତି,ଡ଼ା. ପିଙ୍କୁ ମେହେର କୁ ସହକାରୀ ସାଧାରଣ ସମ୍ପାଦକ,ଡ଼ା. ରାଜେଶ ସାହୁକୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛେ।ଡ଼ା. ମାନିନୀ ବେହେରା କୋଷାଧ୍ୟକ୍ଷ, ଡ଼ା. ଦେବାସ୍ମିତା ଶତପଥୀ ସହକାରୀ କୋଷାଧ୍ୟକ୍ଷ,ଡ଼ା. ଅରୋଶିଖା ଭୋଇ ମହିଳା ପ୍ରତିନିଧି,ଡ଼ା. ଅପର୍ଣ୍ଣା ବେଦୀ ସହକାରୀ ମହିଳା ପ୍ରତିନିଧି,ଡ଼ା. ଦିନେଶ କୁମାର ହୋତା ସାଂସ୍କୃତିକ ସମ୍ପାଦକ, ଡ଼ା. ଶ୍ରେୟା ଶର୍ମା ସହକାରୀ ସାଂସ୍କୃତିକ ସମ୍ପାଦକ ଡ଼ା. ବିବେକ ବୋର୍ସେ ମିଡିଆ ସଂଯୋଜକ ଲାଗି ଦାୟିତ୍ୱ ପାଇଛନ। ଛାତ୍ରଛାତ୍ରୀ ମାନକର ହିତ୍ ଆର୍ ପାଠପଢ଼ା ରେ ହେଉଥିବାର ଭିନଭିନ୍ ସମସ୍ୟା ର ସମାଧାନ କଲେଜର ଭିନଭିନ୍ କାର୍ଯକ୍ରମ ରେ ସୁଚାରୁ ଭାବେ ପରିଚାଳନା କରବାର ଇ ୟୁନିଅନ ଗଠନ ର ମୁଲ ଉଦ୍ଦେଶ୍ । ନୂଆଁ କରି ଦାୟିତ୍ୱ ନେଇଥିବା ସବୁ କର୍ମକର୍ତ୍ତାମାନକୁ କଲେଜର ଅଧ୍ୟାପକ, କର୍ମଚାରୀ ଆରୁ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜନେଇଛନ। କଲେଜ ର ଅଧ୍ୟକ୍ଷ ପ୍ରଫେସର ଡ଼ା. ମନୋଜ କୁମାର ସାହୁ,ବିକୃତି ବିଜ୍ଞାନ ବିଭାଗ ର ପ୍ରଫେସର ଡ଼ା. ସରିତା ମହନ୍ତ,ଆରୁ ଡ଼ା. ମନୋରଞ୍ଜନ ସାହୁଙ୍କର ଉପସ୍ଥିତିନେ ନିୟମ ଅନୁସାରେ ଇ ମନୋନୟନ୍ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହେଇଛେ। ଆଗାମୀ ଦିନରେ ନୂଆଁ ଛାତ୍ର ୟୁନିଅନ୍‌ର ସବୁ କର୍ମକର୍ତ୍ତା ଏକଜୁଟ୍ ହେଇ ଛାତ୍ରଛାତ୍ରୀ ମାନଙ୍କର ସ୍ୱାର୍ଥ, କଲ୍ୟାଣ ଓ କଲେଜର ସାମଗ୍ରିକ ବିକାଶ ଦିଗେ ନିଷ୍ଠାର ସାଙ୍ଗେ କାମ କରବାର ସାଙ୍ଗେ ଭିନଭିନ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରବେ ବଲି ଆଶା ପ୍ରକାଶ କରାଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!