ଜୀବନଚର୍ଯ୍ୟାତାଜା ଖବର
ମେଟ୍ରିକ୍ ପରୀକ୍ଷା ନାଇ ଦେବାର ସହ ସହ ପିଲା ରାଜ୍ୟ ରେ ଅନୁପସ୍ଥିତ ତାଲିକା ରେ ବଲାଙ୍ଗିର ପ୍ରଥମ ।
ପିଲା ଯାଉଛନ୍ ଦାଦନ ଖଟି ।

ବଲାଙ୍ଗିର;୦୬/୦୫(ମୋର୍ ସମିୟା) ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ଭରୁଛନ୍ ହଜାର ହଜାର ପିଲା କିନ୍ତୁ ପରୀକ୍ଷା ନାଇ ଦେବାର । ରାଜ୍ୟ ରେ ଅନୁପସ୍ଥିତ ତାଲିକା ରେ ବଲାଙ୍ଗିର ଜିଲ୍ଲା ର ନା ପହେଲା । ଯୁଆନ ବୟସେ ପାଠ୍ ପଢ଼ା ଛାଡ଼ି ପିଲା ମାନେ ଯାଉଛନ୍ ଦାଦନ ଖଟି । ଶିକ୍ଷା ବ୍ୟବସ୍ଥା କ୍ଷେତ୍ର ରେ ବଲାଙ୍ଗିର ଜିଲ୍ଲା ଭୁସୁଡି ପଡ଼ିଛେ । ଇ ଥର ଜିଲ୍ଲା ରେ ୨୧,୯୫୨ ପିଲା ଫର୍ମ ଭେରିଥିଲେ। କିନ୍ତୁ ୭୧୯ ଜଣ ପିଲା ନାଇ ଦେଇ ପରୀକ୍ଷା। ଦାଦନପ୍ରବଣ ଅଞ୍ଚଳ ବେଲପଡ଼ା, ତୁରେକେଲା, ବଙ୍ଗୋମୁଣ୍ଡା ଅଞ୍ଚଳ ର ଅନେକ ପିଲା ଯାଉଛନ୍ ଦାଦନ୍ ଖଟି । ବଲାଙ୍ଗିର ସଦମହକୁମା ପାଖର ଦେଓଗାଁ ଅଞ୍ଚଳ ର ବି ଅନେକ ପିଲା ନାଇ ଦେବାର ପରୀକ୍ଷା। ପିଲା ଫର୍ମ ପୂରଣ କରି ଗାଁ ଛାଡି କରି ଯାଉଛନ ଦାଦନ ଖଟି ।
ଶିକ୍ଷ୍ୟା ବ୍ୟବସ୍ଥା ରେ ଦୁର୍ବଳ ବଲାଙ୍ଗିର ଜିଲ୍ଲା, ପ୍ରଶାସନ ର ହାତେ ତାଲା । ଶିକ୍ଷାବିତ୍ ଙ୍କର ମନ୍ ରେ ଅସନ୍ତୋଷ।