ଜୀବନଚର୍ଯ୍ୟାତାଜା ଖବରରାଜନୀତି
ଏପ୍ରିଲ୍ ୧୧ ନୁ ମୁଲ୍ ହେବା ଆୟୁଷ୍ମାନ ଭାରତ ଯୋଜନା ।
ଶୁଭାରମ୍ଭ କରବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନର୍ଡା ।

ରାଏଜେ ଆସବାର୍ ଏପ୍ରିଲ୍ ୧୧ ନୁ ମୁଲ୍ ହେବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ୩ ଦିନିଆ ଓଡିଶା ଗସ୍ତ ରେ ଆସିକରି ଶୁଭାରମ୍ଭ କରବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନର୍ଡା ।
ରାଜ୍ୟ ରେ ୩ କୋଟି ନୁ ଅଧିକା ଲୋକ ହେବେ ଉପକୃତ୍ ।ଇ ଯୋଜନା ରେ ରାଏଜ୍ ଭିତରେ ଆର୍ ବାହାରେ ମେଡିକାଲ ରେ ଚିକିତ୍ସା ର ସୁବିଧା ରହିଛେ ।
ଇ ଯୋଜନା ଦ୍ଵାରା ପରିବାର ପିଛା ବାର୍ଷିକ୍ ୫ ଲକ୍ଷ ଟଙ୍କା ର ସୁବିଧା ମିଲବା । ଇ ଥିରେ ୭୦ ବର୍ଷ ରୁ ଅଧିକ ବୟସ୍କ ଲୋକ ବି ପାଇବେ ଚିକିତ୍ସା ସୁବିଧା । ୭୦ ବର୍ଷ ନୁ ଅଧିକା ବୟସ୍କ ର ଲୋକ ଥିଲେ ପରିବାର ପିଛା ସର୍ବାଧିକ ୧୫ ଲକ୍ଷ ଟଙ୍କା ର ସୁବିଧା ।
ରାଏଜେ ଥରେ କେ ଲାଗୁ ହେବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ।
ପୂର୍ବରୁ ୨ ସପ୍ତାହ ଭିତରେ ଲାଗୁ ହେବା ବଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।