ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଜାମ୍ମୁ, ପଠାନକୋଟ ସାଙ୍ଗେ ଅନେକ ଅଞ୍ଚଳ ରେ ମିସାଇଲ ମାଡ଼ କଲା ପାକିସ୍ତାନ ।
ପାଲଟା ଜବାବ ଦେଲା ଭାରତ ।

ନୂଆଦିଲ୍ଲୀ;୦୮/୦୫(ମୋର୍ ସମିୟା) ଚରମ ସୀମା ରେ ପହଞ୍ଚିଗଲାନ ଭାରତ – ପାକିସ୍ତାନ ଯୁଦ୍ଧ । ଜମ୍ମୁ ଓ ପଠାନକୋଟ ସାଙ୍ଗେ ଅନେକ ଅଞ୍ଚଳ ରେ ମିସାଇଲ ମାଡ଼ କଲା ପାକିସ୍ତାନ । ଫଳ ରେ ଭାରତୀୟ ସେନା ଦେଇଛେ କଡ଼ା ଜବାବ। ପାକିସ୍ତାନ ର ଏସ-୪୦୦ ମିସାଇଲ କେ ଆକାଶ ରେ ଖସେଇଛେ ଭାରତୀୟ ସେନା । ଏଫ-୧୬ ଓ ଦୁଇଟା ଯେ-୧୭ ଲଢ଼ୁଆ ବିମାନ ଧ୍ଵଂସ କଲା ଭାରତୀୟ ସେନା । ଭାରତୀୟ ସେନା ର ଏସ-୪୦୦ ପାକିସ୍ତାନ ର ୮ ଟା ମିସାଇଲ କେ ଆକାଶ ମାର୍ଗ ରେ ଖେସେଇ ଦେବାର ରେ ସଫଲ ହେଇଛେ ।
ଜାମ୍ମୁ ର ଏୟାରଷ୍ଟ୍ରିପ କେ ଉଡେଇଦେବର୍ ଥିଲା ପାକିସ୍ତାନ ର ମୂଳ ଲକ୍ଷ। ହେଲେ ଠିକ୍ ସମିୟା ରେ ପାଲଟା ଜବାବ ଦେଲ ଭାରତୀୟ ସେନା ।