ଅପରାଧଜୀବନଚର୍ଯ୍ୟାତାଜା ଖବର

ଘରେ ଗାଲିଝଗର ଲାଗି ଭାଇ ବୁହେନ ମିଶି ଆର୍ ଗୁଟେ ବୁହେନ କେ ଭୁସି ଦେଲେ ଚକୁ।

ବଡବାପା ର କାମଘରେ ଘଟିଛେ ଏନ୍ତା ଘଟଣା ।

ସମ୍ବଲପୁର;୧୮/୦୫(ମୋର୍ ସମିୟା) ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଗୋବିନ୍ଦପୁର ଥାନା ମଝିପଡ଼ା ରେ ଘଟିଛେ ଅଭାବନୀୟ ଘଟଣା । ଘରେ ଗାଲିଝଗର ଲାଗି କରି ଭାଇ ବୁହେନ ମିଶି କରି ମାରିଦେଲେ ଆର୍ ଝନେ ବୁହେନ କେ । ଆଜି ବଡବାପା ଙ୍କର କାମଘରେ କେନ୍ କଥା କେ ନେଇକରି ପାଟିତୁଣ୍ଡ ହେଇଥିଲା । ଘର୍ ଭିତରେ ଲୀନା ସାହୁ ବସିଥିବାର ସାମୀୟା ରେ ତାଙ୍କର ସାନ ଭାଇ ଆର୍ ବଡ ବୁହେନ ମିଶି କରି ଚକୁ ରେ ଲିନା କେ ଆକ୍ରମଣ କରିଥିଲେ । ଲିନା ଗୁରୁତର ଆହତ ହେବାର ନୁ ତାଙ୍କୁ ବାମରା ଡ଼ାକ୍ତରଖାନା ଆନିଥିଲେ ପରିବାର ଲୋକେ । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରେ ରେ ସାଇନଟିଫିକ ଟିମ୍ ଓ ଗୋବିନ୍ଦପୁର ପୋଲିସ ପହଞ୍ଚି କରି ତଦନ୍ତ ଆରମ୍ଭ କରଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!