
ନୂଆପଡ଼ା;୩୧/୧୦(ମୋର୍ ସମିୟା) ଆଏବାର ନଭେମ୍ବର ୩ ତାରିଖ ନୂଆପଡ଼ା ଆସବେ ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡା କୋମନା ରେ ପ୍ରଚାର୍ କରବେ ନବୀନ,ଭିଡ଼ିଓ ମାଧ୍ୟମ ରେ ଦେଲେ ବାର୍ତ୍ତା । ଗୁଟେ ସଭା ସାଙ୍ଗେ ରୋଡ଼ ସୋ କରି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଲାଗି ମାଗବେ ଭୋଟ । ନବୀନ ଙ୍କର ନୂଆପଡ଼ା ଗସ୍ତ କେ ନେଇ ଚଳଚଞ୍ଚଳ ବିଜେଡ଼ି ଶିବିର। ନବୀନ ପଟ୍ଟନାୟକ ଙ୍କର ଗସ୍ତ ରେ ନୂଆପଡ଼ା ରେ ଗୁଟେ ବଡ଼ ପ୍ରଭାବ ପଡ଼ବା କହୁଛନ ବିଜେଡ଼ି କର୍ମୀ । ନୂଆପଡ଼ା ଉପ ନିର୍ବାଚନ ଆଗରୁ ସରଗରମ ରାଜନୀତି । ନୂଆପଡ଼ା ରେ ଡେରା ପକେଇଛନ ନେତା । ନିଜର ନିଜର ଦଳ ର ପ୍ରାର୍ଥୀ ଲାଗୁ କରୁଛନ ଯୋରଯାର ପ୍ରଚାର୍ ।




