ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

୩ ବଛର୍ ପରେ ଫେର୍ ଫିରଲା କରୋନା, ଭୁବନେଶ୍ଵର ରେ କରୋନା ଆକ୍ରାନ୍ତ ଚିହ୍ନଟ।

ଚିନ୍ତା ବଢ଼ାଲା ନ କରୋନା ପଜିଟିଭ।

ଭୁବନେଶ୍ଵର;୨୨/୦୫(ମୋର୍ ସମିୟା) ୩ ବଛର୍ ପରେ ଫେର୍ ଫିରିଛେ ଓଡ଼ିଶା କେ କରୋନା । ରାଜଧାନୀ ଭୁବନେଶ୍ବର ନୁ କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ କିଛି ଦିନ ଆଗରୁ ଦିଲ୍ଲୀ ନୁ ଫିରିଥିଲେ। ସେ ଏବେକା ହୋମ୍ କ୍ୱାରେଣ୍ଟାଇନ ରେ ଅଛନ୍। ଆକ୍ରାନ୍ତ ଜଣକ ପ୍ରାୟ ୭୦ ବର୍ଷୀୟ ବୃଦ୍ଧ ଲୋକ ବଲି ଜଣାପଡ଼ିଛେ। ତେବେ ଡାକ୍ତର ଙ୍କର କହିବାର ଅନୁସାରେ ରୋଗର ଲକ୍ଷଣ = ଗୋଡ଼ହାତ ଦୁଖାବା, ପାଟି ରେ କିଛି ଖାଦ୍ୟ ର ସ୍ଵାଦ ବାରି ନାଇହେବା, ଜର୍, ଖାସି, ଥଣ୍ଡା, ନାକ ରୁ ପାଣି ବାହାରିବା ଆଦି ଲକ୍ଷଣ ଦେଖାଯିବା ।

ଚୀନ ରୁ ଆରମ୍ଭ ହେଇଥିବାର କରୋନା ଭୁତାଣୁ ୪ ବର୍ଷ ଆଗରୁ ସାରା ଭାରତରେ କାୟା ବିସ୍ତାର କରି କେତେ ଯେ ଳୋକଙ୍କୁ ଛଟ୍ ପଟ୍ କରବାର ସାଙ୍ଗେ କେତେ ଲୋକଙ୍କର ଜୀବନ ବି ନେଇ ଯାଇଥିଲା । ଫେର ଏବେ କେତେ ବର୍ଷ ର ବ୍ୟବଧାନ ପାରେ ଚିନ ରେ କୋଭିଡ-୧୯ ବଢ଼ବାର ରେ ଲାଗିଛେ । ଗଲା ବୁଧୁବାର ଦିନ ମୁମ୍ବାଇ ରେ ୩ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ବି ହେଇଛେ । ଏବେ ଧୀରେ ଧୀରେ ଭାରତ ରେ ବି ଆରମ୍ଭ ହେଇଗଲା ନ କରୋନା ପଜିଟିଭ ସଂଖ୍ୟା। ଭାରତ ରେ ବର୍ତ୍ତମାନ ସୁଦ୍ଧା ଭାରତ ରେ ୨୫୭ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାର ଜଣାପଡ଼ିଛେ । ଆର୍ ଆଜି ଓଡ଼ିଶା ରୁ ବି ଜଣେ ପଜିଟିଭ ଚିହ୍ନଟ। ଲୋକଙ୍କୁ ସତର୍କ ରହିବାର କେ ସରକାର କରୁଛନ ଅପିଲ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!