ତାଜା ଖବରଦେଶ ବିଦେଶମନୋରଞ୍ଜନରାଜନୀତି

ରଥଯାତ୍ରା କେ ଆସିପାରନ୍ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଭୁବନେଶ୍ୱର;୨୬/୦୫(ମୋର୍ ସମିୟା) ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଦେଖି ଆସବାର କେ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଏବାର ଜୁନ ୨୭ ରେ ପଡୁଛେ ରଥଯାତ୍ରା। ରଥଯାତ୍ରା ଲାଗି ଆରମ୍ଭ ହେଲା ନ ରଥବନା କାମ୍ । ଇ ଥର ରଥଯାତ୍ରା କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ସାଙ୍ଗେ ଏନଡିଏ ଶାସନ ର ସବୁ ରାଜ୍ୟ ମୁଖ୍ୟମ୍ୟନ୍ତ୍ରି ଆର୍ କେନ୍ଦ୍ରମନ୍ତ୍ରୀ କେ ନିମନ୍ତ୍ରଣ କଲେ ମୁଖ୍ୟମ୍ୟନ୍ତ୍ରି ।

ବିଜେପି ସରକାର ର ଗୁଟେ ବଛର୍ ପୂର୍ତ୍ତି ଅବସରରେ ବି ଗୃହମନ୍ତ୍ରୀ ଅମିତ୍ ଶାହା ଆର୍ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!