
ବରଗଡ଼;୧୭/୦୮(ମୋର୍ ସମିୟା) ବରଗଡ଼ ସହର ରେ ଥିବାର ଜୀରା ବ୍ରିଜ୍ ତଲୁ ସୋମବାର ସକାଲ ୮ ବଜେ ଜଣେ ଜୁଆନ୍ ର ମଲା ଦେହେ ଉଦ୍ଧାର । ମୃତ ଜୁଆନ୍ ହେଲେ ଅମ୍ବାପାଲି ୱାର୍ଡ଼ ନମ୍ବର ୧୭ ର ଯୁଗନୁ ସୁନା(୩୫) । ଜୀରା ନଦୀ ତଲେ ମଲା ଦେହେ ମିଲିଥିବାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ଆର୍ ଅଗ୍ନିଶମ ବାହିନୀ ପହଞ୍ଚି ମଲା ଦେହେ ଉଦ୍ଧାର କରିଥିଲେ। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛେ । ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କେ ପଠେଇ ଦେଇଛେ । ଘଟଣା ର ତଦନ୍ତ ମୁଲ କରିଛେ ବରଗଡ଼ ପୋଲିସ ।




