ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

କୋଶଳ ମାଟି ର ଝି ବବିତା ରଥ ମେଟ୍ରିକ୍ ପରୀକ୍ଷା ରେ ଓଡ଼ିଶା ଟପ୍ପର ।

କୋଷଲାଞ୍ଚଲ୍ ଲାଗି ଗରବ୍ ଆନଲେ ବାବିତା ।

ବରଗଡ଼;୦୩/୦୫(ମୋର୍ ସମିୟା) କୋଷଲାଞ୍ଚଲ୍ ଲାଗି ଗରବ୍ ଆନଲେ ବରଗଡ଼ ର ଝୀ ବବିତା ରଥ । ଗଲାକାଲି ବାହାରିଥିବାର୍ ମେଟ୍ରିକ୍ ରେଜଲ୍ଟ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ବରଗଡ଼ ର ଛାତ୍ରୀ ୬୦୦ ରୁ ୫୮୪ ମାର୍କ (୯୭.୩୩%) ରଖି ସାରା ଅଞ୍ଚଳ ଲାଗି ଆନି ଦେଇଛନ୍ ଗର୍ବ ଓ ଗୌରବ୍। ଦିନ୍ କେ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ ବବିତା। ତାଙ୍କର ସଫଳତା ର ଶ୍ରେୟ ସ୍କୁଲ୍ ର ଗୁରୁଜୀ ଗୁରୁମା ଓ ତାଙ୍କର ମା ବାପା କେ ଦେଇଛନ୍ । ସେ ଭବିଷ୍ୟତ ରେ ଡ଼ାକ୍ତର ହେଇ ସମାଜ ର ସେବା କରବାର ଲାଗି ଚାହୁଛନ୍ । ସେ ତାଙ୍କର ସାନ୍ ଭାଇ ବୁହେନ୍ କେ ପରିଶ୍ରମ କରବାର କେ ବାର୍ତ୍ତା ଦେଇଛନ୍ । ପରିଶ୍ରମ କଲେ ଦିନେ ନା ଦିନେ ସଫଳତା ମିଲବା କହିଛନ୍ ବବିତା।

ବବିତା ଙ୍କର୍ ସଫଳତା କେ ଦେଖିକରି ସ୍କୁଲ୍ ର ଗୁରୁଜୀ, ଗୁରୁମା ସାଙ୍ଗେ ମା,ବାପା, ସମ୍ପର୍କିୟ ଓ ସହପାଠୀ ଙ୍କର ମନ୍ ରେ ଖୁସି ର ଲହର୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

One Comment

Leave a Reply

Your email address will not be published. Required fields are marked *

Back to top button
error: Content is protected !!