ଖେଳଜୀବନଚର୍ଯ୍ୟାତାଜା ଖବର

ଟେଷ୍ଟ କ୍ରିକେଟ ରୁ ଅବସର ନେଲେ ବିରାଟ କୋହଲି ।

ବିରାଟ ଙ୍କର ରହିଛେ ବିରାଟ ରେକର୍ଡ ।

ଟେଷ୍ଟ କ୍ରିକେଟ ରୁ ଅବସର ନେଲେ ବିରାଟ କୋହଲି । ସୋସିଆଲ ମିଡିଆ ମାଧ୍ୟମ ରେ ଘୋଷଣା କଲେ ଅବସର। ଗଲା ୧୪ ବର୍ଷ ଧରି ଖେଲୁଥିଲେ ଟେଷ୍ଟ କ୍ରିକେଟ। ବିରାଟ ଙ୍କର ନା ରେ ରହିଛେ ବିରାଟ ରେକର୍ଡ। ଗଲା ସପ୍ତାହ ରେ ବି ସେ ନିଜର ଅବସର ଘୋଷଣା କରିଥିଲେ ହେଲେ ବିସିସିଆଇ ତାଙ୍କର ଅବସର ଗ୍ରହଣ ନାଇ କରିଥିଲା । ଗଲା କିଛି ଦିନ ଆଗରୁ ଭାରତୀୟ କ୍ରିକେଟ ର ଅଧିନାୟକ ରୋହିତ ଶର୍ମା ବି ନେଇଥିଲେ ଅବସର । କୋହଲି ୧୨୩ ଟା ମ୍ୟାଚ୍ ଖେଲିକରି ୯୨୩୦ ରନ କରିଛନ୍ । ଗଲା ବର୍ଷ ୱେଷ୍ଟେଡ଼ିଜ ବିପକ୍ଷ ରେ ଟି-୨୦ ଜିତବାର ପରେ କୋହଲି ଆର୍ ବିରାଟ ନେଇଛନ ଅବସର।

ବିରାଟ ଆର୍ ରୋହିତ ଙ୍କର ଅବସର ର ଖବର ଶୁନିକରି କ୍ରିକେଟ ପ୍ରେମୀ ଓ ତାଙ୍କର ପ୍ରଶଂସକ ଙ୍କର ମନ ରେ ଦୁଃଖ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!