ଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଘସିଏନ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଚାଲିଗଲା ୪ ବର୍ଷର ଛୁଆ ର ଜୀବନ ।

ବଲାଙ୍ଗିର;୨୭/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଘସିଏନ- ଲାରମ୍ଭା ରୋଡ଼ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିହାଘର୍ ଯିବାର ବେଲେ ବାଟେ ହାଇୱା ଓ ମଟରସାକେଲ ଧକ୍କା । ଘଟଣା ସ୍ଥଳ ରେ ୪ ବର୍ଷ ର ଶିଶୁ ର ମୃତ୍ୟୁ । ମଟର ସାକେଲରେ ନମ୍ବର ଓଡ଼ି ୦୩ ଡବ୍ଲୁ ୪୭୫୭ ଓ ହାଇୱା ଗାଡ଼ି ନମ୍ୱର୍ ଓଡି ୦୩ ଏଏ ୪୧୨୦ । ମଟର ସାଇକେଲ ରେ ଛୁଆ ଓ ଛୁଆ ର ମା ବାପା ଓ ଛୁଆ ର ମାମୁ ୪ ଜଣ ଯାଉଥିଲେ । ସାମ୍ନା ଆଡୁ ହାଇୱା କେ ଧକ୍କା ଦେଇଥିଲେ ମଟର ସାଇକେଲ ଚାଳକ। ମୃତ ଜିତ ଆଗରେ ବସିଥିବାର ନୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହେଇଥିଲା। ୩ ଗୁରୁତର କେ ପାଟଣାଗଡ଼ ଡ଼ାକତରଖାନା ରେ ଭର୍ତ୍ତି କରାଯାଇଛେ । ମୃତକ ର ନା ଯିତ ବରିହା, ବାପା ଭୀମ ବରିହା ଓ ମା ଚନ୍ଦ୍ରିକା ବରିହା। ଏମାନେ ବିଲେଇସାଥୀ ଗାଁ ର ବଲି ଜଣାପଡ଼ିଛେ । ସକ୍ରିପାଣି ଗାଁ କେ ବିହାଘର ଯାଉଥିବାର ବେଲେ ଘଟିଛେ ଅଘଟଣ ।
ଘଟଣା ସ୍ଥଳରେ ଲରମ୍ଭା ପୋଲିସ ପହଞ୍ଚି କରି ତଦନ୍ତ ଜାରି।