ତାଜା ଖବରବୁଲେଟିନରାଜନୀତିସ୍ପେସାଲ୍ ରିପୋର୍ଟ
କୋଶଳୀ ସମ୍ବଲପୁରୀ ଭାଷା ପ୍ରତି ଭଲପାଇବାର୍ ଦେଖାଲେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ
ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଙ୍କୁ ଜନାଲେ ଭାଷା ର କଥା

କୋଷଲି ଭାଷା ପ୍ରତି ନିଜର ପ୍ରେମ ଦେଖାଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।
ସମ୍ବିଧାନ ର ଅଷ୍ଟମ ଅନୁଛେଦ ରେ କୋଶଲୀ ଭାଷା କେ ସାମିଲ କରବାର୍ ଲାଗି ଗୃହ ରାଷ୍ଟ୍ର ମନ୍ତ୍ରି ଅମିତ୍ ଶାହା ଙ୍କୁ ଚିଠି ମାଧ୍ୟମ ରେ ଜଣାଲେ ଦାବି ।
ଚାରି ଆଡେ଼ ଶ୍ରୀ ପୁରୋହିତ ଙ୍କର ପ୍ରଶଂସା।
ଓଡ଼ିଶା ର ପଶ୍ମିମ୍ ଭାଗ ର ୧୧ ଟା ଜିଲ୍ଲା ରେ ଲୋକେ କୋଷଲୀ ଭାଷା ରେ କଥା ବାର୍ତ୍ତା କରୁଛନ ଓ ଇ ଟା ଗୁଟେ ପ୍ରାଚୀନ ଭାଷା ଏ, ଇ ଭାଷା ରେ ଅନେକ କବି ପଦ୍ମଶ୍ରୀ ବି ପାଇଛନ୍, ରାମାୟଣ ମହାଭାତ ଅନେକ୍ ଗ୍ରନ୍ଥ କୋଷଲି ଭାଷା ରେ ରଚନା ହେଇସାରିଛେ ବଲି ଚିଠି ମାଧ୍ୟମ ରେ ଜଣାଲେ ଶ୍ରୀ ପୁରୋହିତ ।
୨/
ଗନ୍ଧମାର୍ଦ୍ଧନ ପର୍ବତ କେ କେନ୍ଦ୍ର ସରକାର ଙ୍କର ତରଫ ରୁ ଜାତୀୟ ସମ୍ପତି ମାନ୍ୟତା ଦାବି ଓ ପ୍ରକୃତି ରେ ଭରା ଗନ୍ଧମାର୍ଦ୍ଧନ ପର୍ବତ କୁ ଥରେ ପରିଦର୍ଶନ ରେ ଆସବାର୍ ଲାଗି ଅନୁରୋଧ କହିଥିବାର କହିଲେ ଶ୍ରୀ ପୁରୋହିତ ।